Odia News Portal
Browsing Tag

PANCHAYAT ELECTION

ଆଜି ସରିବ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର

ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ବୁଧବାର ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ୧୬ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟା ଠାରୁ ପ୍ରଚାର ବନ୍ଦ ରହିବ। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ଗାଁରେ ପ୍ରଚାର…

ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ନେଇ ଭର୍ଚୁଆଲରେ ସବୁ ଜିଲ୍ଲାପାଳଙ୍କ ସହ ବୈଠକ

ଆଜି ଜିଲ୍ଲାପାଳ ମାନଙ୍କ ସହ ଭର୍ଚୁଆଲରେ ହୋଇଛି ବୈଠକ। ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ନେଇ କରାଯାଇଛି ଆଲୋଚନା । ପଂଚାୟତ ନିର୍ବାଚନ ନେଇ ଜାରି ହୋଇଛି ନୂଆ ସର୍କୁଲାର । ଭୋଟ ପ୍ରଚାର ସରିବା ପରେ ଭୋଟ ହେଉଥିବା ଅଂଚଳରେ ଅନ୍ୟ ଅଂଚଳର ଲୋକ କିମ୍ବା କୌଣସି ଦଳର ନେତା ରହିପାରିବେ ନାହିଁ…

ଆସନ୍ତା ୧୬ରେ ହେବ ପ୍ରଥମ ପର୍ଯ୍ୟୟ ଭୋଟ

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ୟ୍ୟାୟ ମତଦାନ । ପାଞ୍ଚଟି ପର୍ୟ୍ୟାୟରେ ମତଦାନ ହେବ । ଫେବ୍ରୁଆରୀ ୨୪ରେ ଶେଷ ହେବ ମତଦାନ । ସେହିପରି ୨୬ରୁ ୨୮ ତାରିଖ ପର୍ୟ୍ୟନ୍ତ ତିନୋଟି ପର୍ୟ୍ୟାୟରେ ଭୋଟ ଗଣତି ହେବ । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ବୁଥ୍ ବଦଳରେ…

ପଞ୍ଚାୟତ ନିର୍ବାଚନରେ କୋହଳ ହେବ ପ୍ରଚାର ପାଇଁ କଟକଣା

ପଞ୍ଚାୟତ ନିର୍ବାଚନରେ କୋହଳ ହେବ ପ୍ରଚାର ପାଇଁ କଟକଣା। ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ଆଜି ନିଷ୍ପତ୍ତି ନିଆଯିବ । ନିର୍ବାଚନ ପ୍ରଚାର ଓ କୋଭିଡ କଟକଣା ନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ଭିଡିଓ କନଫରେନ୍ସ ଜରିଆରେ ଦିନ ସାଢେ ୧୧ଟାରେ ବସିବ ଏହି…

ଭୁବନେଶ୍ୱର ଓ ବ୍ରହ୍ମପୁର ରୁ ମହିଳା ହେବେ ମେୟର

ଜୋର ଧରିଲା ବିଏମସି ନିର୍ବାଚନ ତାତି । ଆସିଲା ୩ ସହର ପାଇଁ ଓ୍ଵାର୍ଡ ତାଲିକା । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ଵାର୍ଡ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର ବିଏମସି ପାଇଁ ୬୭ ଓ୍ଵାର୍ଡ ରହିବ । କଟକ ପାଇଁ ୫୯ ଏବଂ ବ୍ରହ୍ମପୁର ପାଇଁ ରହିବ ୪୨ଟି ଓ୍ଵାର୍ଡରେ…

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର କାର୍ଯ୍ୟକ୍ରମ । ପଞ୍ଚାୟତ ପରୀକ୍ଷା ପାଖେଇ ଆସୁଥିବାରୁ ତତ୍ପର ନେତା ଓ ଜନତା । ଗାଁ ଗାଁରେ ପୋଷ୍ଟର, ବ୍ୟାନର ଛାଇଗଲାଣି । କରୋନା କଟକଣା ଯୋଗୁଁ ସାଧାରଣ ସଭା, ଶୋଭାଯାତ୍ରା ଉପରେ ଅଙ୍କୁଶ ଥିବାରୁ ଡୋର୍ ଟୁ ଡୋର୍…

ରାଜନୀତିରେ ପାଦ ଥାପିଲେ ପୋଲିସ ଅଫିସର

ରାୟଗଡା :ଜନସାଧାରଣଙ୍କ ସେବା କରିବା ପାଇଁ ରାଜନୀତିରେ ପାଦ ଥାପିଲେ ପୋଲିସ୍ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାମନଗୁଡ଼ା ବ୍ଲକ ଅଧିନସ୍ଥ ଉକୁମ୍ବା ପଞ୍ଚାୟତରେ। ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ୍ ନାରାୟଣ ଗୁଡା ଗ୍ରାମରେ ରବି ଶଙ୍କର ଗମାଙ୍ଗଙ୍କ ଜନ୍ମ । ୨୦୦୬ ମସିହାରେ ସେ ଉତ୍କଳ…

ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପାର୍ଥୀପତ୍ର ଦାଖଲ

ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ବହୁ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କରୋନା କଟକଣାରେ ସମର୍ଥକଙ୍କ ଗହଣରେ ଆସି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । କାଲି…

କୟାଁ ପଞ୍ଚାୟତରୁ ସମିତିସଭ୍ୟ ପାର୍ଥୀ ହେଲେ ଜୟପ୍ରକାଶ

ଦଶରଥପୁର : ଦଶରଥପୁର ବ୍ଲକ କୟାଁ ପଞ୍ଚାୟତରେ ସମିତିସଭ୍ୟ ପାର୍ଥୀ ହେଲେ ଜୟପ୍ରକାଶ । ଗତକାଲ କୟାଁ ପୂର୍ବାଞ୍ଚଳ ବିକାଶମଞ୍ଚର ସଭାପତି ତଥା ଯୁବ ସମାଜସେବି ଜୟପ୍ରକାଶ ନାୟକ ମା ଜୟଚଣ୍ଡୀଙ୍କ ନିକଟରୁ ପୂଜାର୍ଚ୍ଚନା ସାରିବା ପରେ ଆଜି କୋଭିଡ କଟକଣା ମଧ୍ୟରେ ଦଶରଥପୁର ବ୍ଲକ କାର୍ୟ୍ୟଳୟ ପରିସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବାର ଶେଷ ଦିନ

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାନଙ୍କନ ଦାଖଲର ଶେଷ ଦିନ। ଗତ ୪ ଦିନରେ ୧୭୩୦ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ପଞ୍ଚାୟତ ସମିତି ସଭ୍ୟ ଲାଗି ୧୫ ହଜାର ୫୮୩, ସରପଞ୍ଚ ପଦ ଲାଗି ୨୦ ହଜାର ୪୫୭ ଏବଂ ୯୫ହଜାର ୮୧୪ ଜଣ ୱାର୍ଡ ମେମ୍ବର ଲାଗି…