Odia News Portal
Browsing Tag

pandian

ଗଂଜାମ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ୫- ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ଆହତ ଯୁବତୀଙ୍କୁ ନିଜ ଗାଡିରେ ନେଲେ ପାଣ୍ଡିଆନ

ପୁରୀ() ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ନିଜ ଗାଡିରେ ନେଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗତକାଲି ପୁରୀକୁ ଯିବା ସମୟରେ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ଯୁବତୀଙ୍କୁ ନିଜ କାରରେ ବସାଇ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ…

ଟପ୍ପରଙ୍କ ସହ କଥା ହେଲେ ୫-ଟି ସଚିବ

ମାଲକାନଗିରି() ମାଲକାନଗିରି ଜିଲ୍ଲା ଖଇରପୁଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଟପ୍ପରଙ୍କ ସହ କଥା ହୋଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ…

ମଧ୍ୟାହ୍ନ ଭୋଜନ ସହ କୁନି ପିଲାଙ୍କ ମେଳରେ ପାଣ୍ଡିଆନ

ବ୍ରହ୍ମପୁର() ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କରି ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପଣ୍ଡିଆନ । ପ୍ରଥମେ ସେ ନନ୍ଦିକ ହାଇସ୍କୁଲ ପରିଦର୍ଶନ କରିଥିଲେ । ପରେ ପୁଟିଆପଦର, ଧୋବାହି,…

ପାଣ୍ଡିଆନଙ୍କ ଅଚାନକ ଝାରସୁଗୁଡା ଗସ୍ତ

ଝାରସୁଗୁଡା () ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅଚାନକ ଭାବେ ଝାରସୁଗୁଡା ଗସ୍ତରେ ଯାଇଁ ମୁଖ୍ୟ ଡାକ୍ତରଖାନାରେ ଯାଇଁ ପହଂଚିଛନ୍ତି । ପାଣ୍ଡିଆନ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା…

୫-ଟିର ଗୁରୁତ୍ୱ ସରଳ ଭାବେ ବୁଝାଇଲେ ୫-ଟି ସଚିବ

ଭୁବନେଶ୍ବର () ମୋ ସରକାର ଯୋଜନା କଣ ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ । ମୋ ସରକାର କାର୍ୟ୍ୟକ୍ରମ କ’ଣ, ଫାଇଭ୍ ଟି କ’ଣ, ଏସବୁ ପ୍ରାଂଜଳ ଭାବେ ବୁଝାଇଛନ୍ତି ଫାଇଭ୍ ଟି ସଚିବ । ପ୍ରଥମ ପର୍ୟ୍ୟାୟରେ ଥାନା ଓ ହସପିଟାଲରେ ଲୋକେ କିପରି ସେବା…