ଅଭିନେତା ପରେଶ୍ଙ୍କ ଜବାବରେ ପାକିସ୍ତାନୀ କଳାକାର ଅଲ୍ଲୀଙ୍କ ମୁହଁ ବନ୍ଦ
ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ପରେ ଏହା ସାରା ଦେଶବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଥିବା ବେଳେ ପରେଶ ରାଓ୍ଵଲ ଏହାକୁ କଡ଼ା ବିରୋଧ କରିଥିଲେ । ପୁଲଓ୍ଵାମା ଆକ୍ରମଣ ପରେ ସେ ପାକିସ୍ତାନଙ୍କୁ ଉଚିତ୍ ଜବାବ ଦିଆଯିବା ଦରକାର ବୋଲି ଦାବି କରି ଆସୁଥିବା ବେଳେ ଏବେ ବଲିଉଡ୍…