Odia News Portal
Browsing Tag

Pari

ପରୀ ମାମଲା: ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୟାଗଡ଼ର କୁନି ଝିଅ ପରୀ ମାମଲାକୁ ନେଇ ଏଯାବତ କୌଣସି ନିଷ୍କର୍ସ ବାହାରିନାହିଁ । ଏହି ପରୀ ହତ୍ୟା ମାମଲାରେ ସରୋଜ ସେଠୀ ଜେଲ ଯାଇଛି ତେବେ ଏଯାବତ ଘଟଣାକୁ ନେଇ ମାମଲା ଲାଗି ରହିଛି । ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ…

ଆସନ୍ତାକାଲି ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣୀ

ଭୁବନେଶ୍ୱର: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁକୁ ନେଇ ଏଯାବତ ରହସ୍ୟ ହୋଇ ରହିଛି । ଅଭିଯୁକ୍ତ ସରୋଜ ସେଠୀ ଗିରଫ ହୋଇଥିଲେ ସୁଦ୍ଧା ନୂଆ ନୂଆ ଖବର ନଜରକ ଆସୁଛି । ସବୁଠି ଚାଲିଛି ମୃତ୍ୟୁକୁ ନେଇ ଚର୍ଚ୍ଚା । ଆଜି ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରାଯାଇଛି । ଯାହାର…

ପରୀ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ

ନୟାଗଡ () ପରୀ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା । ହତ୍ୟାକାରୀଙ୍କ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗ୍ରାମବାସୀଙ୍କ ସହ ବୈଠକ କରିବା ପରେ ଏହି ଅର୍ଥ ରାଶି ଘୋଷଣା କରିଛନ୍ତି । ଏ ନେଇ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା ସୂଚନା…

ପରୀ’ ପାଇଁ କାନ୍ଦୁଛନ୍ତି ଆଖିମେନ୍ଥା ନେତା

ନୟାଗଡ଼()  ପରୀ, ପରୀ, ପରୀ ସବୁଠି ଗୋଟିଏ ସ୍ୱର ପରୀକୁ ନ୍ୟାୟ ମିଳୁ । ଏହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ୍ ହୋଇଛି । ବିଧାନସଭା କମ୍ପୁଛି, ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ମାତ୍ର ପରୀ ଆଳରେ ଏବେ ନୟାଗଡ଼ରେ ଦେଖିବାକୁ ମିଳୁଛି, ନିର୍ବାଚନ ପରଠୁ ମୁହଁ ଦେଖାଉ ନଥିବା ନେତାଙ୍କର । ଗତକାଲି…

କର୍ମୀଙ୍କ ସୁଖଦୁଃଖ ବୁଝିବା କଣ ଭୁଲ ?

ଭୁବନେଶ୍ୱର() ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପରୀ ହତ୍ୟାକାଣ୍ଡ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରକୃତ ହତ୍ୟାକାରୀକୁ ନ ଧରି କେସ ର ମୋଡ଼ ବଦଳାଇବାରେ ଲାଗିଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଜଣେ ଲୋକପ୍ରିୟ ନେତା ଭାବରେ ସାରା ଓଡିଶା ରେ ପରିଚିତ । ସେ ସଦାବେଳେ ନିଜ କର୍ମୀଙ୍କୁ ଆହ୍ୱାନ ଦିଅନ୍ତି…

ପରୀ ଘଟଣାରେ ଏସଆଇଟି ତଦନ୍ତ ହେବ

ଭୁବନେଶ୍ୱର()   ନୟାଗଡ଼ ପରୀ ହତ୍ୟା ମାମଲାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ପରୀ ହତ୍ୟା ମାମଲାର ତଦନ୍ତ ଏସଆଇଟି ଦ୍ୱାରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି ।  ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

କ୍ରାଇମବ୍ରାଞ୍ଚ ତଦନ୍ତକୁ ପରୀ ମା’ଙ୍କ ସ୍ୱାଗତ

ଭୁବନେଶ୍ୱର()  ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ ଜଣାଇଛନ୍ତି ‘ପରୀ’ଙ୍କ ମା’ ସୈ।ଦାମିନି । ସେ…

ପରୀ’ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର()  ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଘଟଣାରେ ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି । ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ…