ମାନହାନି ମକଦ୍ଦମାରେ ଜିତିଲେ ଋଚା
ନୂଆଦିଲ୍ଲୀ () ବଲିଉଉ ଅଭିନେତ୍ରୀ ଋଚା ଚଡ୍ଢା ଓ ପାୟଲ ଘୋଷଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପାୟଲ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆଣିବା ବେଳେ ସେ ଋଚାଙ୍କ ନାଁ ନେଇ ଥିଲେ। ଏହା ପରେ ଋଚା ପାୟଲଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ବମ୍ବେ ହାଇକୋର୍ଟରେ…