Odia News Portal
Browsing Tag

photo

ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ବିରୁଷ୍କା

ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଟିକେ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ ପରେ ବିଶ୍ରାମ ଦିଆଯାଇଥିଲା। ମୁମ୍ବାଇରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ଦଳରେ ଯୋଗଦେବେ। ବିରାଟ ଓ ଅନୁଯକାଙକ ଯୋଡି ଖୁବ୍ ଲୋକପ୍ରିୟ…

ଜନ୍ମଦିନରେ ବିକିନି ପିନ୍ଧା ଫଟୋ ସେୟାର କଲେ ଅଭିନେତ୍ରୀ ଦିଶା ପାଟାନୀ

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି ଦିଶା । ମାଳଦ୍ୱୀପରେ ଉଠାଇଥିବା ଏକ ଥ୍ରୋବ୍ୟାକ ଫଟୋକୁ ପୋଷ୍ଟ କରିଛନ୍ତି ସେ । ଯେଉଁଥିରେ କି ଏକ ଗୋଲାପୀ ରଙ୍ଗର ବିକିନି ପିନ୍ଧିଥିବା ନଜର ଆସିଛନ୍ତି…