Odia News Portal
Browsing Tag

pipili

ଆସନ୍ତାକାଲି ପିପିଲି ଭୋଟ ଗଣତି

ଭୁବନେଶ୍ୱର: ସରିଛି ପିପିଲି ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆସନ୍ତାକାଲି ହେବ । ୧୦ ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇବ । ତେବେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ । ତେବେ ରାଜନୈତିକ…

ପିପିଲିରେ ବିଜେଡି ଭୋଟର ପିଛା କେତେ ଟଙ୍କା ବାଣ୍ଟିଲେ, ସୁର ଦେଲେ ହିସାବ, ଦେଖନ୍ତୁ ପୁରା ଭିଡିଓ

ଭୁବନେଶ୍ୱର: ନିକଟରେ ସରିଛି ପିପିଲି ଉପନିର୍ବାଚନ । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଫଳାଫଳ । ତେବେ ଏହା ପୂର୍ବରୁ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାତ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ପିପିଲିରେ ବିଜେଡି ପ୍ରବଳ ଟଙ୍କା…

ଜାଣନ୍ତୁ ଦିନ ୧୨ ସୁଦ୍ଧା ପିପିଲିରେ କେତେ ଭୋଟିଂ ହୋଇଛି

ପିପିଲି: ଚାଲିଚି ମତଦାନ । ଦିନ ୧୨ଟା ସୁଦ୍ଧା ପିପିଲି ବ୍ଲକରେ ଟୋଟାଲ୨୭ ପ୍ରତିଶତ ଭୋଟିଂ ହୋଇଛି । ପୁରୁଷ ୩୦ ପ୍ରତିଶତ ମତଦାନ କରିଥିବା ବେଳେ ମହିଳା ୨୪ ପ୍ରତିଶତ ଭୋଟ ଦେଇଛନ୍ତି । ତେବେ ଭୋଟରମାନେ କରୋନା କଟକଣାକୁ ମାନି ଧାଡ଼ିରେ ରହି ଭୋଟ ଦେଉଛନ୍ତି ।

କିଏ ମାରିବ ପିପିଲି ବାଜି?

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ଚାଲିଛି ଭୋଟ ଗ୍ରହଣ । ନିର୍ବାଚନୀ ମଇଦାନ ଜିତିବା ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ତେବେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲଢ଼େଇ ହେଉଥିଲେ ସୁଦ୍ଧା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।…

ଭୋଟଦେଲେ ମହାରଥୀ ପରିବାର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ନିଆଯାଉଛି ଭୋଟ୍ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ,…

ପିପିଲି ଭୋଟ: ୬ ଇଭିଏମରେ ତ୍ରୁଟି

ପିପିଲି: ପିପିଲି ଉପନିର୍ବାଚନ ଲାଗି ଚାଲିଛି ମତଦାନ । ଏହାରି ଭିତରେ ଜଣାପଡ଼ିଛି କି ୬ଟି ଇଭିଏମରେ ତ୍ରୃଟି ରହିଛି । ଏହାକୁ ନେଇ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି । କୌଶଲ୍ୟାପୁରର ୧୫୪ ନମ୍ବର ବୁଥ, ପୁବାର ୧୫୮ ନମ୍ବର ବୁଥ, ଲକ୍ଷ୍ମୀନାରାୟଣପୁରର ୧୬୧ ନମ୍ବର ବୁଥ, କୁଞ୍ଜରର ୧୬୭ ନମ୍ବର…

ପିପିଲିରେ ଚାଲିଛି ମତଦାନ

ପିପିଲି: ଚାଲିଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ପିପିଲି ଉପନର୍ବିାଚନ ଲାଗି ଭୋଟରମାନେ ଦେଉଛନ୍ତି ଭୋଟ । ସକାଳୁ ସକାଳୁ ଆଗ୍ରହର ସହ ଭୋଟରମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଉଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ମଧ୍ୟ ମତଦାନ…

ଆଜି ମତଦାନ କେନ୍ଦ୍ରକୁ ଯିବେ କର୍ମଚାରୀ

ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ନିମନ୍ତେ ମଙ୍ଗଳବାର ନିର୍ବାଚନ କର୍ମଚାରୀ ଦଳ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ସକାଳ ୬ଟାରୁ ୧୦ଟା, ୧୦ଟାରୁ ଅପରାହ୍ନ ୧ଟା, ଅପରାହ୍ନ ୧ଟାରୁ ୪ଟା ମଧ୍ୟରେ ଦଫା ଦଫା ହୋଇ ନିର୍ବାଚନ ପରିଚାଳନା କର୍ମଚାରୀ ଦଳଙ୍କୁ ତାଳବଣିଆ ୱେର ହାଉସ୍‌…

ପିପିଲି ପ୍ରଚାର ମଇଦାନରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦିନ ଯେତିକି ପାଖଉଛି ଛାତି ସେତିକି ଧଡ଼ ଧଡ଼ ହେଉଛି । ପିପିଲି ଉପନିର୍ବାଚନ ଜିତିବା ଲାଗି ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି । ଷ୍ଟାର ପ୍ରଚାରକମାନଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଭୋଟରଙ୍କ ମନମୋହିବା ଲାଗି ପ୍ରୟାସ ଜାରି ରଖିଛନ୍ତି ପ୍ରାର୍ଥୀ । ଏହି ଅବସରେ ବିଜେପି ପକ୍ଷରୁ…

ନଜର ପକାନ୍ତୁ ପିପିଲି ଉପନିର୍ବାଚନ ଲାଗି ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ତାଲିକାରେ କେଉଁମାନେ…

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ । ତେବେ ନିର୍ବାଚନ ଜିତିବା ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣକୌଶଳ ପ୍ରସ୍ତୁତ କରି ଦେଇଛନ୍ତି । ଭୋଟରଙ୍କ ମନମୋହିବା ଲାଗି ଦଳମାନେ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି ।…