Odia News Portal
Browsing Tag

politics

ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସ୍ୱାଧିକାର ନ୍ୟୁଜ : ସମ୍ବିଧାନ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଛନ୍ତି, ରାଜନୀତିରେ ପରିବାରବାଦ ଦେଶ ପାଇଁ ଚିନ୍ତାର କାରଣ । ପାରିବାରିକ ଦଳର କାରଣ ଏହା ନୁହେଁ କି,…

ସାଂସଦ ଅପରାଜିତାଙ୍କ ଗାଡିକୁ ଅଣ୍ଡାମାଡ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ ।ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏହା ସହ ସାଂସଦଙ୍କୁ କଳାପତାକା ମଧ୍ୟ ଦେଖାଇଛନ୍ତି ଛାତ୍ର କଂଗ୍ରେସ । ବନମାଳିପୁରରେ ଏକ…

ଅନେକଙ୍କ ଭବିଷ୍ୟତ ନଷ୍ଟ କରିଦେବ ଅଣ୍ଡାମାଡ, ଥାନାକୁ ଦଉଡିବେ ଅନେକ

ଭୁବନେଶ୍ୱର : ରାଜ୍ୟରେ ଏବେ ଅଣ୍ଡାମାଡ ଟ୍ରେଣ୍ଡ ଚାଲିଥିବାବେଳେ ଏହା ଅନେକ ଯୁବକ ଗୋଷ୍ଠିକଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ । ଅଣ୍ଡାମାଡରେ ମାତିଥିବା ଅନେକ ଯୁବକ ନିଜ ଅଜଣାତରେ ମାମଲା ଖାଇବେ ଓ ସବୁକିଛି ଥମି ଗଲାପରେ କୋର୍ଟ କଚେରୀ ଓ ଥାନାକୁ ଦଉଡିବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ଦଳର ବରିଷ୍ଠ ନେତ୍ରୀ ପ୍ରମିଲା…

କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହେଲେ ପ୍ରଦୀପ ସାହୁ

ଭୁବନେଶ୍ୱର- କଂଗ୍ରେସକୁ ଆଉ ଏକ ଝଟକା । ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ…

ତାରାଙ୍କ ନାଁରେ ଏତଲା

ଜୟପୁର: ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଅାଁ ନେତା ତାରା ବାହିନୀପତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଶୁକ୍ରବାର କଂଗ୍ରେସ ପକ୍ଷରୁ ହରତାଳ କରାଯାଇଥିବାବେଳେ ଗାଡ଼ି ଅଟକାଇଥିବା ଅଭିଯୋଗ ଆସିଛି । ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ କି, ଓଡ଼ିଶା ବନ୍ଦ ନୁହେଁ ହରତାଳ । ହରତାଳ ସମୟରେ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳର ଯୁବ ଶାଖା ସକ୍ରିୟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଛୋଟ ଛୋଟ ଦଳର ଯୁବଶାଖାଗୁଡିକ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି । ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଓ ବିଜେପିର ଶାଖା କେବଳ ସକ୍ରିୟ ହୋଇ ନାହାନ୍ତି, ଏବେ ପରସ୍ପର…

କଂଗ୍ରେସର ହରତାଳ ‘ଜୋକ୍‍’ରେ ପରିଣତ ହୋଇଛି: ବିଜେଡି

ଭୁବନେଶ୍ୱର: ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକ୍‍ରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । …

ବିଜେପି ଇଶାରାରେ ନାଚୁଛି କଂଗ୍ରେସ: ବିଜେଡି

ଭୁବନେଶ୍ୱର: ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ…

ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କୁ ପାଣିମାଡ଼

ସମ୍ବଲପୁର: ଏଯାବତ ଥମିନି ମମିତା ମେହେରା ହତ୍ୟା ତାତି । ସାରା ରାଜ୍ୟରେ ବିରୋଧୀଙ୍କ ବିକ୍ଷୋଭ ଜାରି ରହିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ…