Odia News Portal
Browsing Tag

positive

ପୁଣି ଭୀମସାରରେ ୧୦ କରୋନା ପଜିଟିଭ

ଭୀମ୍‌ସାରେ କରୋନା ଆକ୍ରାନ୍ତ । ଚିହ୍ନଟ ହେଲେ ପୁଣି ୧୦ କରୋନା ଆକ୍ରାନ୍ତ । ଯାହାକୁ ମିଶିଇ ୭୪ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଘାରିଛି ଚିନ୍ତା । ଖବର ଅନୁଯାୟୀ, କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦…

ଚିନ୍ତା ବଢାଉଛି ଶିକ୍ଷାନୁଷ୍ଠାନର କରୋନା ସଂକ୍ରମଣ

ଚିନ୍ତା ବଢାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । ପ୍ରଥମେ ସମ୍ବଲପୁରର ବୁର୍ଲା , ଆଉ ଏବେ ସୁନ୍ଦରଗଡ଼ ସେଣ୍ଟ ମେରି ବାଳିକା ବିଦ୍ୟାଳୟ । ଏହି ବିଦ୍ୟାଳୟରେ ମୋଟ ୫୬ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଖବର…

ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍‌

ଆଜି ଆସିବାକୁ ଯାଉଛି ସେପ୍ଟେମ୍ବର ମାସର ଗାଇଡଲାଇନ୍ ଯାହା ଉପରେ ସମସ୍ତ ଙ୍କ ନଜର ରହିଛି । ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର । ଆଗକୁ ପାର୍ବଣ ଆସୁଥିବାରୁ ଏହା ପାଇଁ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରାଯାଇପାରେ । ଆଗକୁ ସମ୍ଭାବ୍ୟ…

ରାଜ୍ୟରେ ୧୧୦ ପିଲା କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୧୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ…

ସ୍କୁଲ ଖୋଲୁ ଖୋଲୁ ପଜିଟିଭ୍‌

ସ୍କୁଲ ଖୋଲୁ ଖୋଲୁ ବାହାରିଲା କରୋନା ପଜିଟିଭ । ଫଳରେ ହାଇସ୍କୁଲକୁ ସାନିଟାଇଜ କରିବା ସହିତ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ଏଭଳି ଘଟଣା ମଙ୍ଗଳବାର ଦାରିଙ୍ଗବାଡି ଅଞ୍ଚଳରୁ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ଆଶ୍ରମ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ପଜିଟିଭ…

ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କରୋନା ପଜିଟିଭ୍‌

ଭୁବନେଶ୍ୱର: ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କରୋନା ପଜିଟିଭ୍ ଚିହ୍ନଟ । ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆଣ୍ଟିଜେନ ଟେଷ୍ଟ କରାଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେପି ସଭାପତି…