Odia News Portal
Browsing Tag

puja

ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା

ଆଜି ମହାମାୟାଙ୍କ ସପ୍ତମୀ ପୂଜା । ସମସ୍ତ ପୂଜା ମଣ୍ଡପ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । କରୋନା ମହାମାରୀ ଏଥରକ ବି ଭକ୍ତ ଓ ମାଙ୍କ ମଝିରେ ପ୍ରତିବନ୍ଧକ ସାଜିଛି । କୌଣସି ମଣ୍ଡପରେ ଭକ୍ତ ମାଆ ଜଗତଜନନୀଙ୍କ ଦର୍ଶନ କରିପାରିବେ ନାହିଁ । କିନ୍ତୁ ଭକ୍ତ ଓ ମାଙ୍କୁ ଯୋଡ଼ିବା ପାଇଁ ମଣ୍ଡପ…

ସରିଲା ସରକାର- ପୂଜା କମିଟି ବୈଠକ, ଜାଣନ୍ତୁ କଣ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତାକୁ ନେଇ ଲୋକସେବା ଭବନରେ ବସିଥିବା ପୂଜା କମିଟି ଓ ସରକାରଙ୍କ ବୈଠକ ଶେଷ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ତେବେ ମୂର୍ତ୍ତି ଉଚ୍ଚତା ନେଇ ରାଜ୍ୟ ସରକାର ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ । ଆବନ୍ଧ ପୂଜାକୁ ନେଇ ପରିସ୍ଥିିତି ଅନୁସାରେ…

ପୂଜା ଥାଳିରେ ରଖନ୍ତୁ ନାହିଁ ଏହି ଜିନିଷ….

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠର ଅନେକ ମହତ୍ତ୍ୱ ରହିଛି। ଘରେ ଭଗବାନଙ୍କ ପୂଜା କଲେ ସକାରାତ୍ମକ ଶକ୍ତି ପ୍ରବାହ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ବୋଲି କୁହାଯାଏ। ସେଥିପାଇଁ ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଭଗବାନଙ୍କ ପୂଜାର୍ଚ୍ଚନା ହୋଇଥାଏ ସେହି ଘରେ ସର୍ବଦା ଭଗବାନଙ୍କ…

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ବର() ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ…

କ୍ୟାପ୍‌ସୁଲରେ ତିଆରି ହେଲା ଦୁର୍ଗା ମୂର୍ତ୍ତି

ବେଶ କିଛି ବର୍ଷ ଧରି ନୂଆ ନୂଆ ବିଷୟ ଆଧାରିତ ପେଣ୍ଡାଲ ଓ ଦୁର୍ଗା ମୂର୍ତ୍ତି ଦୁର୍ଗା ପୂଜାର ମୁଖ୍ୟ ଅଂଶ ହୋଇଛି । ଚଳିତ ବର୍ଷ ଅନେକ ଦୁର୍ଗା ପୂଜା ପେଣ୍ଡାଲ କରୋନା ଭାଇରସ୍‌ ବିଷୟ ଉପରେ ପ୍ରସ୍ତୁତ ହୋଇଛି । ଏହି କ୍ରମରେ ଆସାମର ଧୁବ୍ରି ସ୍ଥିତ ଜଣେ କଳାକାର ମେଡିକାଲ ବର୍ଜ୍ୟ ସାହାଯ୍ୟରେ…

ଫଟୋରେ ଫଟୋରେ ଦେଖନ୍ତୁ ମା’ଙ୍କ ଝଲକ …

ଭୁବନେଶ୍ୱର() ଆଜି ପବିତ୍ର ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀ ମହାବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’। ଦୁର୍ଗା । ଅଧିବାସ ଓ ବିଲବରଣ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ ପରମ୍ପରା । ଚଳିତ ବର୍ଷ ଅଧିକାଂଶ…

ପୂଜା ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର() କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟ ସରକାର ପୂଜା ଗାଇଡଲାଇନ ଜାରି କରିଛନ୍ତି । ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀପୂଜା ପାଳନ ନେଇ ଗାଇଡଲାଇନ ଜାରି କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରର ପର୍ବପର୍ବାଣୀ ପାଇଁ ରାଜ୍ୟ ସରକାର ଏହି ଗାଇଡଲାଇନ ଜାରି…

ପୂଜାରେ ବସିଲେ କାହିଁକି ପଚରାଯାଏ ଗୋତ୍ର,ଜାଣନ୍ତୁ

ଭୁବନେଶ୍ୱର() ଗୋତ୍ର ହେଉଛି ଏକ ଅଦ୍ଭୁତ ଜେନେଟିକ ସାଇନ୍ସ ଯାହାକୁ ଆମେ ଅନୁସରଣ କରୁଛେ । ତେବେ ଆସନ୍ତୁ ଜାଣିବା ଗୋତ୍ର ପ୍ରଥା ପଛରେ ଥିବା କିଛି ବିଜ୍ଞାନ ସମ୍ବନ୍ଧରେ ତଥ୍ୟ । ଗୋତ୍ର ଶବ୍ଦଟି ସଂସ୍କୃତର ଦୁଇଟି ଶବ୍ଦ ଗଉ ( ଗାଈ ) ଏବଂ ତ୍ରାହି ( ଗୁହାଳ ) ରୁ ଆସିଛି । ତେବେ ଗୋତ୍ରର ଅର୍ଥ…

ପୂଜା ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା

ଭୁବନେଶ୍ବର()  ଧରାବତରଣ କରିଛନ୍ତି ମାଆ ଜଗତଜନନୀ । ଆଜି ପୀଠରେ ମହଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା । ସେପଟେ ରାସ୍ତାଘାଟ ଆଲୁଅରେ ବିଛେଇ ହୋଇଛି । ରାଜଧାନୀ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସହର ଓ ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହ…