Odia News Portal
Browsing Tag

raid

ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ ଇନିସ୍ପେକ୍ଟର ଓ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । …

ଜବତ ହେଲା ୫୦ ଲକ୍ଷ ଟଙ୍କାର ମଦ

ନୂଆଦିଲ୍ଲୀ: ବୁଧୁବାର ସକାଳେ ମୋହାନିଆ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟରେ ଗାଡ଼ି ଯାଞ୍ଚ ସମୟରେ ଏକ୍ସାଇଜ୍ ବିଭାଗ ଏବଂ ପୋଲିସ୍ ଟିମ୍ ଏକ ଟ୍ରକ୍ରୁ ବହୁଳ ମାତ୍ରାରେ ମଦ ଜବତ କରିଛି । ବିହାରର ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାକୁ ବ୍ୟବହାର କରିବାକୁ ପ୍ରସ୍ତୁତି କରାଯାଉଥିଲା ବୋଲି ଜଣାପଡ଼ିଛି ।…

ବେଆଇନ କରତ କଳ ଉପରେ ବନ ବିଭାଗର ଅଚାନକ ଚଢ଼ାଉ

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଫୁଲୁପୁର(ଢ଼ିଅସାହି) ଠାରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲୁଥିବା ଏକ କରତ କଳ ଉପରେ ଗତକାଲି ବନ ବିଭାଗ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇଛି।ଉକ୍ତ କରତ କଳ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯିବ ସହ ସେଠାରେ…

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ କିନ୍ନର ଗିରଫ

ଭୁବନେଶ୍ୱର: ଲକଡାଉନରେ ଜମୁଛି ନିଶା କାରବାର । ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଦୁଇଜଣ କିନ୍ନରଙ୍କୁ ଧରିଛି ଆରପିଏଫ । ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ହେବ । ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି ।…

ବାଲି ଚୋରା ଚାଲାଣ କରୁଥିଲେ, ମାଡ଼ି ବସିଲା ପ୍ରଶାସନ

ସୁବର୍ଣ୍ଣପୁର: ସୋନପୁର ମନମୁଣ୍ଡା ତେଲ ନଦୀରୁ ବାଲି ଚୋରା ଚାଲାଣ କରୁଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ମାଡ଼ି ବସିଥିଲା ପ୍ରଶାସନ । ୨ଟି ଟ୍ରାକ୍ଟର ଓ ୨ଟି ହାଇୱାକୁ ଜବତ କରିଥିଲା । ତେବେ ସେମାନେ ଚାଲାଣ କାଟି ଗାଡ଼ି ଫେରାଇ ନେଇଥିବା ସୂଚନା ମିଳିଛି । ହାଇୱା ଗୁଡ଼ିକ ୪୦ ହଜାର…

ପିତାପଲ୍ଲୀରୁ ପୁଣି ବିପୁଳ ପରିମାଣରେ ଚୋରା କିରୋସିନ ଜବତ, ଅଭିଯୁକ୍ତ ଫେରାର

ଜଟଣୀ: ପୁଣି ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏଥର ଢାବାରୁ ଜବତ ହେଲା କିରୋସିନ । ଚୋରା କିରୋସିନର ହବ ପାଲଟିଥିବା ପିତାପଲ୍ଲୀ ଅଞ୍ଚଳରୁ ଜଟଣୀ ପୋଲିସ ଆଜି ପୁଣି ଥରେ ଜବତ କଲା ଶହ ଶହ ଲିଟର କିରୋସିନ । ପିତାପଲ୍ଲୀ ଜାତୀୟ ରାଜପଥ ନିକଟ ସୁକୁରୀ ଢ଼ାବାରୁ ଜବତ ହୋଇଛି ଏହି…

୨ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ୨କେଜି ୧୨ ଗ୍ରାମର ବ୍ରାଉନସୁଗାର ଜବତ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨ କୋଟି ହେବ ବୋଲି ଅନୁମାନ କରାଯାଉଛି । ବ୍ରାଉନସୁଗାର ସହ ଜଣକୁ ଗିରଫ କରିଛି ଏସଟିଏଫ । ଏନେଇ ସୂଚନା ଦେଲେ ପୋଲିସ ଡିଜି…

୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭଦ୍ରକ: ଲକଡାଉନରେ ମାତିଛନ୍ତି ନିଶା ମାଫିଆ । ପ୍ରତିଦିନ ଧରା ହେଉଛି ନିଶାଡ଼ି । ତେବେ ଏହାରି ଭିତରେ ଭଦ୍ରକରୁ ଆସିଛି ଏକ ବଡ଼ ଖବର । ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହା ସହ ଦୁଇଜଣଙ୍କୁ ଗିରଫ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ ମଚେଲ ଛକ ନିକଟରେ ବାଇକରେ…

ରଥ ନିର୍ମାଣ ଚାଲିଥିଲା, ଚଢ଼ାଉ କଲା ପ୍ରଶାସନ

ବାଲେଶ୍ୱର: ପରମ୍ପରାକୁ ବଜାୟ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ବାରମ୍ବାର ବାରଣ କରିବା ସତ୍ତ୍ୱେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିଲା ।…

ବାଇକରେ ମଦ ଚୋରା ଚାଲାଣ କରୁଥିବା ବେଳେ ୨ଜଣଙ୍କୁ ଧରିଲା ପୋଲିସ

ଯାଜପୁର : ଲକଡାଉନରେ ମାତିଛନ୍ତି ମଦ ମାଫିଆ । ଦୋକାନ ବନ୍ଦ ଥିବାରୁ ଚୋରାରେ ବେପାର କରୁଥିଲେ । ବାଇକରେ ମଦ ନେଇ ଯାଉଥିଲେ ବେପାର କରିବା ଲାଗି । କୌଣସି ସୂତ୍ରରୁ ପୋଲିସ ଖବର ପାଇ ମାଡ଼ି ବସିଥିଲା । ଯାଜପୁର ଜିଲ୍ଲା ବରୁଣିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଛି…