Odia News Portal
Browsing Tag

railway minister

ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଆଜି ବିଶାଖାପାଟଣା-କୋରାପୁଟ ଟ୍ରେନର କରିବେ ଉଦଘାଟନ

ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । ବିଶାଖାପାଟଣା-କୋରାପୁଟ ପାସେଞ୍ଜର ସ୍ପେଶାଲ ଟ୍ରେନର ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଜୟପୁର-ମାଲକାନଗିରି ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ଯାଞ୍ଚ କରିବେ । ବିକାଶମୂଳକ କାର୍ଯ୍ୟର ପ୍ରଗତି ନେଇ ହେବ ସମୀକ୍ଷା । ସେହିପରି…

ରେଳ ଯ।।ତ୍ରୀଙ୍କ ପାଇଁ ଏକ ବଡ଼ ଖବର; ଏହି ବର୍ଗର ଲୋକଙ୍କ ପାଇଁ ଆଉ ମିଳିବନି ରେଳ ଟିକେଟରେ ରିହାତି

(ନୂଆଦିଲ୍ଲୀ) ଭାରତୀୟ ରେଳବାଇ ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ବରିଷ୍ଟ ନାଗରିକଙ୍କ ଠାରୁ ଆରମ୍ଭ କରି କୌଣସି ଯାତ୍ରୀଙ୍କ ପାଇଁ ଟିକେଟରେ ରିହାତି ମିଳିପାରିବ ନାହିଁ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି । ସଂସଦରେ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଭିନ୍ନ ଦାବି ଜଣାଇଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ରାୟଗଡା଼: କେନ୍ଦ୍ର ରେଳ, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗତ ୨୦ତାରିଖରେ ରାୟଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଦାବି ଜଣାଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ସ୍ଥାନୀୟ ସର୍କେଟ ହାଉସ ଠାରେ ସକାଳୁ ଯାଇ…

ଆରପିଏଫ ସୁରକ୍ଷାକର୍ମୀ ସୁମନ ଦେବୀ ବାନ୍ଧିଲେ ରେଳମନ୍ତ୍ରୀଙ୍କ ହାତରେ ରାକ୍ଷୀ

କଳାହାଣ୍ଡି: କଳାହାଣ୍ଡି ଗସ୍ତରେ ଅଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତିି ଆରପିଏଫ ସୁରକ୍ଷାକର୍ମୀ ସୁମନ ଦେବୀ । ସୁମନ ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଦୂରରେ ଥିବାରୁ ଭାଇକୁ ରାକ୍ଷୀ ବାନ୍ଧି…

ଭବାନୀପାଟଣାରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

କଳାହାଣ୍ଡି: ଦେଶବ୍ୟାପୀ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା କ୍ରମରେ ଓଡ଼ିଶାରେ ଆଜି ଚତୁର୍ଥ ଦିନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଯାଇଛନ୍ତି। ସେ କଳାହାଣ୍ଡିରେ ପହଂଚିବା ପରେ ଭବାନୀପାଟଣାଠାରେ…

ରାୟଗଡ଼ାରେ ଜନ ଆଶୀର୍ବାଦ ରାଲିରେ ଯୋଗଦେଲେ ରେଳମନ୍ତ୍ରୀ

ରାୟଗଡା: କେନ୍ଦ୍ର ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆଜି ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ଠାରୁ ରେଳ ଯୋଗ ଆସି ସେ ରାୟଗଡା ଠାରେ ପହଞ୍ଚିଛନ୍ତି। ରାୟଗଡା ରେଳ ଷ୍ଟେସନରେ ପହଞ୍ଚିବା ପରେ କିଛି ଯାତ୍ରୀ ସହିତ କଥା ହୋଇଥିଲେ। ସେହିଭଳି ଜିଲ୍ଲା ବିଜେପି…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ କଳିକେଶଙ୍କ ଦାବୀ: ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯାଉ

ବଲାଙ୍ଗିର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବହୁ ପ୍ରତିକ୍ଷୀତ ବଲାଙ୍ଗିର- ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରିବା ପାଇଁ  ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏତଦ…

ରେଳ ଇଞ୍ଜିନରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ନୂଆ ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପୁରା ଦମରେ କାମରେ ଲାଗିଛନ୍ତି । ରାତି ଅଧ ଯାଏ ବି କାମ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଗତକାଲି ଗୁଜରାଟ ଭଦନଗର ରେଲଓ୍ୱେ ସେକ୍ସନରେ ରେଲ ପ୍ରକଳ୍ପର ସମୀକ୍ଷା…

ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବେ କାର୍ଯ୍ୟଭାର ଆରମ୍ଭ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ପ୍ରଥମ ସାଂସଦ ଭାବେ ସେ ରେଳ ବିଭାଗରେ ସ୍ଥାନ ପାଇଛନ୍ତି । କାର୍ଯ୍ୟ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି କି, ରେଳ ମନ୍ତ୍ରୀଳୟରେ ମୋଦିଙ୍କ ବଡ଼ ଭୀଜନ ରହିଛି ।…