ଆଗକୁ ତିର୍ତ୍ତୋଲ ଉପ ନିର୍ବାଚନ, ହାତ ଛାଡ଼ିଲେ ରାଜକିଶୋର
ଭୁବନେଶ୍ୱର() ଆଗକୁ ତିର୍ତ୍ତୋଲ ଉପ ନିର୍ବାଚନ । ଏନେଇ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ତେବେ ଏହରି ଭିତରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । କାରଣ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି ।…