Odia News Portal
Browsing Tag

rajstan

ଖୁଡ଼ିକୁ ନେଇ ପୁତୁରା ଫେରାର

ଜୟପୁର: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ତାହା ଜଣା ପଡେନାହିଁ । ପ୍ରେମ ଦେଖେ ନା ବୟସର ତାରତମ୍ୟ କି ଜାତି ଧର୍ମ । ପ୍ରେମରେ ପଡ଼ିବା ପରେ ମଣିଷ ଅନ୍ଧ ପାଲଟି ଯାଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଭରତପୁର ଅଞ୍ଚଳର ଜଣେ ଯୁବକ ନିଜ ଖୁଡ଼ିକୁ ନେଇ…

ଜୀଅନ୍ତା ଜଳିଗଲେ ୧୨ଜଣ

ଯୋଧପୁର: ବୁଧବାର ରାଜସ୍ଥାନର ବାରମର୍-ଯୋଧପୁର ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାରମର୍ ଠାରେ ଏକ ଘରୋଇ ବସ୍ ଏବଂ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ପ୍ରାଣ ହରାଇଛନ୍ତି । ଧକ୍କା ପରେ ଟ୍ୟାଙ୍କର୍ ଓ ବସରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ୧୧ ଜଣ ଲୋକ…

ଭିଡ଼ିଓ କଲରେ ଫୁଙ୍ଗୁଳା ଦେହ ଦେଖାଇ ବ୍ଲାକମେଲିଂ କରୁଥିଲେ, ଧରାପଡ଼ିଲା ବଡ଼ ଗ୍ୟାଙ୍ଗ

ଜୟପୁର: ଯୁବକଙ୍କୁ କରୁଥିଲେ ଫେକ୍ ଭିଡିଓ କଲ । ପ୍ରଥମେ କଥା ଆଉ ତାପରେ ଦେଖାଉଥିଲେ ଫୁଙ୍ଗୁଳା ଦେହ । ଯୁବପୀଢ଼ୀମାନେ ଏହାକୁ ଦେଖିବା ପରେ କିଛି ସମୟ ଅଟକି ରହୁଥିଲେ । ଆଉ ସେମାନଙ୍କୁ ଆପତ୍ତିଜନକ ଅଙ୍ଗ ଦେଖାଇବାକୁ କହୁଥିଲେ । ଯଦି କେହି ଲାଳାୟିତ ହୋଇ ଦେଖାଇ ଦେଉଥିଲା ସେ ଫସିଯାଉଥିଲା…

ଆଜି ଆଇପିଏଲରେ ପଞ୍ଜାବକୁ ଭେଟିବ ରାଜସ୍ଥାନ

ଦୁବାଇ: ଆଇପିଏଲ୍ ୨୦୨୧ ରେ ଆଜି ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିପାରେ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଦୁଇଟି ପାୱାର୍ ହିଟର୍ ଦଳ ମଧ୍ୟରେ ଅନୁଷ୍ଠିତ ହେବ ଆଜିର ମ୍ୟାଚ୍ । ଗୋଟିଏ ପଟେ କ୍ରିସ୍ ଗେଲ୍,…

ବାୟା କଲା ଶାଳୀ ପ୍ରେମ, ବାହାହେବା ଲାଗି ୪ ଝିଅଙ୍କୁ ମାରିଲା ବାପା

ଜୟପୁର: ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲା ଭିଣୋଇ । ଶାଳୀକୁ ଘରକୁ ଆଣିବା ଲାଗି ହେଉଥିଲା କନକନ । ଆଉ ତାଙ୍କ ବିବାହରେ ପ୍ରତିବଦ୍ଧକ ସାଜୁଥିଲେ ୪ ଝିଅ । ଶେଷରେ ସେମାନଙ୍କୁ ମାରିଦେଇଛି ନିଜ ଜନ୍ମକଲା ବାପା । ରାଜସ୍ଥାନରୁ ଆସିଛି ଏଭଳି ଖବର । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି…

ଭାଇ ସାମନାରେ ଉଭଣୀକୁ ଦୁଷ୍କର୍ମ କଲା ଦୁର୍ବୃତ୍ତ

ଜୟପୁର: ଥମିବାର ନାଁ ଧରୁନି ଲଜ୍ଜା । ଭାଇକୁ ତାଲା ପକାଇ ଭଉଣୀକୁ ଦୁଷ୍କର୍ମ କଲା ଅଭିଯୁକ୍ତ । ରାଜସ୍ଥାନ ଚିଡ଼ାୱା ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି ଏଭଳି ଖବର । ଘରେ କେହି ନଥିବାର ସୁଯୋଗ ନେଇ ସରୋଜ ନାମକ ଜଣେ ଯୁବକ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରୁଥିଲା । ଚିତ୍କାର ଶୁଣି…

ଭାରତ ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ସନ୍ଧ୍ୟା ହେଲେ କେହି ରୁହନ୍ତି ନାହିଁ

ଜୟପୁର: ଆମ ଦେଶରେ ଏଭଳି ବହୁ ମନ୍ଦିର ରହିଛି, ଯାହା ରହସ୍ୟମୟ ଓ ଖୁବ ପ୍ରାଚୀନ। ଏପରି ହିଁ ଏକ ମନ୍ଦିର ରାଜସ୍ଥାନରେ ରହିଛି। ଏହି ମନ୍ଦିରରେ ସନ୍ଧ୍ୟା ହେବା ମାତ୍ରେ କୌଣସି ଲୋକେ ଏଠାରେ ରୁହନ୍ତି ନାହିଁ। ଏହାର କାରଣ ପଛରେ ଏକ ରହସ୍ୟ ରହିଛି। ଲୋକେ ବିଶ୍ୱାସ କରନ୍ତି, ରାତିରେ ଏଠାରେ ରହିବା…

ରାଜସ୍ଥାନରେ ୧୧୦ ପାରକଲା ପେଟ୍ରୋଲ ଦର

ଜୟପୁର: ପ୍ରତିଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ନିମ୍ନ ମଧ୍ୟବିତ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି ।…

ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ, ଭିଣୋଇ କଲା ଦୁଷ୍କର୍ମ

ଜୟପୁର: ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ । ଘରେ ରହି କରୁଥିଲେ କାମ । ହେଲେ ମଦ୍ୟପ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପିଡିତା ଥାନାରେ ଅଭିଯୋଗ କରିବା ପରେ ଭିଣୋଇକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ…

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଶିକ୍ଷକ ମିଶି ଦୁଷ୍କର୍ମ, ନାବାଳିକା ଗର୍ଭବତୀ

ରାଜସ୍ଥାନ: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ବିଭିନ୍ନ ପ୍ରଲୋଭନ ଦେଖାଇ କ୍ଳାସ ରୁମରେ ଦୁଇଜଣ ଶିକ୍ଷକ ମିଶି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ କରିଛନ୍ତି ଦୁଷ୍କର୍ମ । ନାବାଳିକା ଗର୍ଭବତୀ ହେବା ପରେ ସବୁ ସତ ଜଣା ପଡିଛି । ରାଜସ୍ଥାନ ଯୋଧପୁର ଜିଲ୍ଲା ଶେରଗଡ଼ ଥାନା…