Odia News Portal
Browsing Tag

Rohit sharma

୩ ଟି ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଟିମକୁ ମିଳିଲା ନୂଆ ଅଧିନାୟକ । କ୍ରିକେଟର ତିନୋଟି ଯାକ ଫର୍ମାଟର ଅଧିନାୟକ ହେଲେ ରୋହିତ ଶର୍ମା । ଏନେଇ ବିସିସିଆଇ ପ୍ରେସମିଟରେ ରୋହିତ ଶର୍ମାଙ୍କ ନାଁ ଘୋଷଣା କରିଛି । ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ଓ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳ ଘୋଷଣା…

ରୋହିତଙ୍କ ସହ ସମ୍ପର୍କ ଖରାପ ନେଇ ମୁହଁ ଖୋଲିଲେ ବିରାଟ

ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପ୍ରସଙ୍ଗ ଓ ବିସିସିଆଇ ସହ ବିବାଦର ଚର୍ଚ୍ଚା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲୀ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି କହିଛନ୍ତି କୋହଲୀ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ…

ରୋହିତଙ୍କ ବଦଳରେ ଏହି ଖେଳାଳୀଙ୍କୁ ଉପଅଧିନାୟକ କରିବାକୁ ଚାହୁଁଥିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡ଼ିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ପରେ ସତ୍ୟ । ଜାତୀୟ ଗଣମାଧ୍ୟମର ଖବର ମୁତାବକ, କୋହଲି ଚାହୁଁନଥିଲେ କି ରୋହିତ ଉପଅଧିନାୟକ ରୁହନ୍ତୁ । ଏପରିକି ସେ ବିସିସିଆଇ ନିକଟରେ ମଧ୍ୟ ଜଣାଇଛନ୍ତି । ରୋହିତଙ୍କ…

ହିଟମ୍ୟାନ୍ ରୋହିତଙ୍କ ଦମଦାର ଶତକ

ଚେନ୍ନାଇ: ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଦମଦାର ଶତକ | ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ଅର୍ଜନ କରିଛନ୍ତି । ରୋହିତ ଓପନିଂରେ ଆସି ଦମଦାର୍ ବ୍ୟାଟିଂ କରିଥିଲେ । ୧୩୦ ବଲରୁ ଶତକ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।…

ଆଜିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ: ଆଜିଠାରୁ ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଶେଷ ଥର ପାଇଁ ଘରୋଇ ମାଟିରେ ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହୋଇଥିଲା । ପ୍ରାୟ ବର୍ଷେ ପରେ ଭାରତ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ଖେଳିବ ।…

ରୋହିତଙ୍କୁ ଜବାବ ଦେଇ ଅଡ଼ୁଆରେ କଙ୍ଗନା

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ କଙ୍ଗନାଙ୍କୁ ଝଟକା | ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦରେ ରହୁଥିବା କଙ୍ଗନା ରଣାୱତ ଏବେ ଚାଷୀ ଆନ୍ଦୋଳନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କୃଷକଙ୍କ ସପକ୍ଷରେ ଆମେରିକାର ପପ୍ ଗାୟିକା ରିହାନାଙ୍କ ଟ୍ୱିଟ୍ ପରେ ଏବେ ଟ୍ୱିଟ୍‌ରରେ ଏକ ପ୍ରକାରର…

ଭାରତ ପାଇଁ ୩୨୮ ରନ୍‌ର ଟାର୍ଗେଟ୍

ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ୨୯୪ ରନରେ ଅଲଆଉଟ୍ । ଏହାସହ ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ୍ ଦେଇଛି । ସୂଚନାନୁଯାୟୀ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ବେଳେ…

ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ

ସିଡନୀ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ । ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ…

ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଟେଷ୍ଟ ଖେଳିବା ନେଇ ବଢ଼ିଲା ଆଶଙ୍କା

ଭାରତୀୟ ଦଳର ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବା ନେଇ ପୁଣି ଥରେ ଆଶଙ୍କା ଦେଖା ଦେଇଛି । ଶେଷ ୨ଟି ଟେଷ୍ଟ ପାଇଁ ରୋହିତ ଦଳରେ ସ୍ଥାନ ପାଇଛନ୍ତି । ଏବେ ସେ ସିଡନୀର ଏକ ୨ କକ୍ଷ ବିଶିଷ୍ଟ ଆପାର୍ଟମେଣ୍ଟ କ୍ୱାରେଣ୍ଟାଇନରେ ରହିଛନ୍ତି ।…

ଦଳରେ ସାମିଲ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ()  ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ରୋହିତ ଶର୍ମା । ଟେଷ୍ଟ ଦଳରେ ସାମିଲ ହୋଇଥିବା ରୋହିତ ଶର୍ମା ପୂର୍ବରୁ ଚୟନ ହୋଇଥିବା ଦଳରୁ ବାଦ୍ ପଡିଥିଲେ । ତେବେ ବିରାଟ କୋହଲିଙ୍କୁ ପିତୃତ୍ୱ ଛୁଟି ମଞ୍ଜୁର କରିଛି ବିସିସିଆଇ । ପ୍ରଥମ ଟେଷ୍ଟ ପରେ କୋହଲି ଘରକୁ…