Odia News Portal
Browsing Tag

S

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର () ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ଚିକିତ୍ସାଦିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସିଟାଲରେ ଆଜି ସକାଳେ ପରଲୋକ ଘଟିଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଗତ ୧୪ ତାରିଖରେ ଅସୁସ୍ଥତା କାରଣରୁ ହସପିଟାଲରେ ଭର୍ତି…

ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍

ଭୁବନେଶ୍ୱର() ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ । କୌଣସି ପରେଡ କିମ୍ବା ମାର୍ଚପୋଷ୍ଟ ହେବ ନାହିଁ । ଅଳ୍ପସଂଖ୍ୟକ ପୋଲିସ କର୍ମଚାରୀ…

ମହାକାଶରୁ ମାଡ଼ି ଆସୁଛି ବଡ଼ ବିପଦ

ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ ପଡ଼ିବ ତାହାଲେ ବଡ଼ ସୁନାମି ହୋଇପାରେ । ଏହି ଉଲକାପିଣ୍ଡ ପୃଥିବୀର…

ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ସମୟ ଓ କେଉଁ କେଉଁଠାରେ ଦୃଶ୍ୟ ହେବ ଜାଣନ୍ତୁ

ଭୁବନେଶ୍ୱର()   ୨୦୨୦ର ପ୍ରଥମ ସୂର୍ଯ୍ୟପରାଗ ଜୁନ୍ ୨୧ ଅର୍ଥାତ୍ ରବିବାର ଦିନ ଲାଗିବ । ଭାରତର ସମୟ ଅନୁସାରେ ଏହି ସୂର୍ଯ୍ୟପରାଗ ସକାଳ ୯ଟା୧୫ରୁ ଆରମ୍ଭ ହେବ ଓ ଏହାର ପ୍ରଭାବ ଦ୍ୱିପହର ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ । ଆଂଶିକ ସୂର୍ଯ୍ୟପରାଗ ଅପରାହ୍ନ ୩ଟା ୪ ମିନିଟରେ ସମାପ୍ତ ହେବ ।…

ସାପ ଶୁଣିପାରେନି, ହେଲେ ବିନର ତାଳେ ତାଳେ ନାଚେ କେମିତି ? ଜାଣନ୍ତୁ

ସାପକୁ ଶୁଭାଯାଇନଥାଏ କାରଣ ସାପର କାନ ନାହିଁ। କିନ୍ତୁ ଥରେ ଆପଣ ଭାବିଛନ୍ତି ସାପର ତ କାନ ନାହିଁ କିନ୍ତୁ ତାପରେ ମଧ୍ୟ ସେ ସପେରାର ବିନରେ କେମିତି ନାଚିଥାଏ। ଏହା କେମିତି ହୋଇଥାଏ ଆଜି ଆମେ ତାହାର ଉତ୍ତର ଜଣାଇବୁ। ସାପର କାନ ନାହିଁ ସେ କେବଳ ସପେରା ଦ୍ୱାରା ବିନରେ କରାଯାଉଥିବା ହରକତକୁ…