Odia News Portal
Browsing Tag

sambalpur

ଦୀର୍ଘ ଦୁଇବର୍ଷ ପରେ ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ଦୀର୍ଘ ଦୁଇ ବର୍ଷ ପରେ ଆଜି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ସମ୍ବଲପୁର ମୁଖ୍ୟ ଷ୍ଟେସନରୁ ଛାଡିଛି। କୋଭିଡ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଟ୍ରେନଟି ବନ୍ଦ ରହିଥିଲା। ଦିଲ୍ଲୀ ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସମ୍ବଲପୁର ସାଂସଦ ଏବଂ ବିଧାୟକ ସାକ୍ଷାତ କରିବା ପରେ ରାମ ନବମୀ ଦିନ ଏହି…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ । ଆୟ ବର୍ହିଭୂତ ସଂମ୍ପତ୍ତୀ ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କ ଘରେ ଚଢାଉ କରିଥିଲା । ତେବେ ଭିଜିଲାନ୍ସ ପକ୍ଷରୁ ସେହିସମୟରେ ଏକକାଳୀନ ୩ଟି…

କୁଚିଣ୍ଡା ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର କୁଚିଣ୍ଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଧନତେରସରେ ୧୫୫୪ କୋଟି ଟଙ୍କାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ…

ନଭେମ୍ବର ୨ରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାମାସ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ବିଏସକେୱାଇ ଅନ୍ତର୍ଗତ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ୧୨ ଘଂଟିଆ ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର…

ମିଳିଲା ନିଖୋଜ ଝିଅର ମୃତଦେହ

ସମ୍ବଲପୁର: ମହାନଦୀ ସୁଅରେ ପରିବାର ଭାସିଯିବା ଘଟଣା । ନିଖୋଜ ଝିଅ ରୁକସାନାର ମିଳିଛି ମୃତଦେହ । ଅଗ୍ନିଶମ ବାହୀନି ପକ୍ଷରୁ ପାୱାର ବୋଟ ଓ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ବାପା-ପୁଅଙ୍କୁ କରାଯାଇଥିଲା ବେଳେ ମୃତ…

୪ ଦେଶୀ ବନ୍ଧୁକ ସହ ୩ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସକୁ ମିଳିଛି ବଡ ସଫଳତା । ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଯୁଜୁମରା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଊର । ଏହି ଚଢାଉ ସମୟରେ ପୋଲିସକୁ ୪ଟି ଦେଶୀ ବନ୍ଧୁକ ମିଳିଥିବା ବେଳେ ପୋଲିସ ୩…

ରେକର୍ଡ଼ ଭାଙ୍ଗିଲା ହୀରାକୁଦ ଜଳସ୍ତର

ସମ୍ବଲପୁର: ୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର। ୧୦ ବର୍ଷ ପରେ ସର୍ବୋଚ୍ଚସ୍ତରରେ ପହଞ୍ଚିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍ ରହିଛି। ଏବେ ମୋଟ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଗକୁ ଜଳଭଣ୍ଡାର ସ୍ଥିତି ଦେଖି…

ଓସିସିଏଲ୍ ସିନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଓସିସିଏଲ୍ ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା ଓସିସିଏଲ୍ ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ ହୋଇଛି । ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ଉ ଜାରି ରହିଛି ।…

ହୀରାକୁଦର ବନ୍ଦହେଲା ଆଉ ୪ ଗେଟ୍

ସମ୍ବଲପୁର: କମୁଛି ଜଳସ୍ତର । ଖୋଲୁଛି ଗେଟ୍ । ଆଜି ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍ ଖୋଲା ହୋଇଛି । ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ…