ତିନି ଜଣ ମୋଦିଙ୍କ ପାଇଁ ଦେଶରୁ ରୋଜଗାର ବନ୍ଦ ହୋଇଗଲା: ସିଦ୍ଧୁ
କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପୁଣି ଏକ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏଥରର ବିବାଦୀୟ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ। ଭୋପାଳରେ କଂଗ୍ରେସ ପାଇଁ ପ୍ରଚାରରେ ଯାଇଥିବା ସିଦ୍ଧୁ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଯେବେ ମୁଁ ଯୁବକ ଥିଲି, ଛକା ମାରିବା ସମୟରେ ବଲ୍…