Odia News Portal
Browsing Tag

SIT chief Arun Bothra

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ପରୀ’ର ମା

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀ'ର ମା | ନ୍ୟାୟ ପାଇବା ପାଇଁ ସୁପ୍ରିମକୋର୍ଟ ଗଲେ ପରୀର ମା ସୌଦାମିନୀ | ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌଦାମିନୀ | ତେବେ ନୟାଗଡ଼ ପରି ହତ୍ୟା ମାମଲାରେ…

ପରୀ ମୃତ୍ୟୁ ତଦନ୍ତ ପାଇଁ ଏସ୍‌ଆଇଟିକୁ ମହଲତ

ନୟାଗଡ଼: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇନି ଷ୍ଟାଟସ ରିପୋର୍ଟ। ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟ ଏସଆଇଟିକୁ ଆଜି…

ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ସରୋଜ ହାଜର

ନୟାଗଡ଼ : ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକ ସରୋଜ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର । ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ।ପରୀ ହତ୍ୟା ମାମଲାରେ ଗିରଫ ନାବାଳକ ଅଭିଯୁକ୍ତକୁ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଛି…

ବୋଥ୍ରାଙ୍କ ନାଁ’ରେ ମାମଲା ହେଉ : ପ୍ରଦୀପ୍ତ

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ନାବାଳକ ସାବ୍ୟସ୍ତ ହେବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ |ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ ଉଠାଇଛନ୍ତି ଯେ,…

ପରୀ ହତ୍ୟା କାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଗିରଫ ଅଭିଯୁକ୍ତ ସରୋଜଙ୍କୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି । ଯଦୁପୁରର ପୋଖରୀ ନିକଟରୁ ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ନେଇ ଡେମୋ ଦେଖାଇଲା ଏସ୍‌ଆଇଟି। ପୋଖରୀ କୂଳରେ ସରୋଜ ଘଟଣା…

ପରୀ ମୃତ୍ୟୁ ମାମଲାରେ ସତ ଜାଣିଥିଲେ ସରୋଜର ପରିବାର ଲୋକ!

ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏସଆଇଟିର ସୂଚନା ଅନୁସାରେ…

ଏସଆଇଟି ହାତରେ ବଡ଼ ପ୍ରମାଣ: ଅଭିଯୁକ୍ତ ଘରୁ ମିଳିଲା ରକ୍ତ ଲଗା ଗାମୁଛା

ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ଼ ପ୍ରମାଣ। ପରି ହତ୍ୟା ଘଟଣାରେ ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା।ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ତେବେ ଏସ୍ଆଇଟି ହାତରେ ଉକ୍ତ ଗାମୁଛା ଲାଗିଥିବା…

ଏସଆଇଟି ହାତରେ ଲାଗିଲା ବଡ଼ ପ୍ରମାଣ,ପୋଖରୀରୁ ମିଳିଲା ପରୀର ଲେଗିନ୍ସ

ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ଏସଆଇଟି ହାତରେ ଲାଗିଥିଲା ଏହି ପ୍ରମାଣ । ମିଳିଥିବା ଲେଗିନ୍ସକୁ ଜବତ କରିବା ସହ ନିଜ…

ପରୀ ହତ୍ୟା ଘଟଣାର ଖୁଲାସା ପରେ ଏସଆଇଟି ମୁଖ୍ୟଙ୍କ ଉପରେ ବର୍ଷିଛି ବିଜେପି

ନୟାଗଡ ପରୀ ହତ୍ୟା ଘଟଣାର ଆଜି ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ତଥ୍ୟ ପ୍ରଦାନ କରିଥିଲେ ଏସଆଇଟି ମୁଖ୍ୟ | ତେବେ ଏନେଇ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ତାଙ୍କୁ କଡା ସମାଲୋଚନା କରିବା…