Odia News Portal
Browsing Tag

Sit

ସୁପ୍ରିମକୋର୍ଟରେ ପରୀ ମାମଲା, ସିବିଆଇକୁ ନୋଟିସ୍

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କଲେ ମାନ୍ୟବର ସୁପ୍ରିମକୋର୍ଟ । ପରୀ ମାଆ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ନୋଟିସ୍‌ କରିଛନ୍ତି । ଆଜି ପରୀର ମାଆ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଘଟଣାର…

ପରୀ ମୃତ୍ୟୁ ତଦନ୍ତ ପାଇଁ ଏସ୍‌ଆଇଟିକୁ ମହଲତ

ନୟାଗଡ଼: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇନି ଷ୍ଟାଟସ ରିପୋର୍ଟ। ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟ ଏସଆଇଟିକୁ ଆଜି…

ଏସଆଇଟି କବଜାରେ ପରୀ ହତ୍ୟାକାରୀ

ଭୁବନେଶ୍ୱର (ବ୍ୟୁରୋ) ନୟାଗଡ ପରୀ ହତ୍ୟାକାରୀ ଗିରଫ ହୋଇଛି । ଏସଆଇଟି ପରୀ ହତ୍ୟାକାରୀକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି କହିଛି । ଏକ ପ୍ରେସ ରିଲିଜରେ କୁହାଯାଇଛି ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର…

ଏସଆଇଟି ତଦନ୍ତ ପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ

ଭୁବନେଶ୍ୱର()  ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରାଜନୈତିକ ହଟଚମଟ ଜାରି ରହିଛି । ବିଧାନସଭାରେ ଏ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିବା ବେଳେ ମାମଲାର ଏସଆଇଟି ତଦନ୍ତ ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କୋର୍ଟ ତଦାରଖରେ…