Odia News Portal
Browsing Tag

snan purnima

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷହବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ସ୍ନାନ ବେଦୀରେ ଉଦ୍ଦିଷ୍ଟ…