Odia News Portal
Browsing Tag

social media

ଦୀର୍ଘ ୪ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ଶାହାରୁଖ ଖାନ

ସୁପରଷ୍ଟାର କିଙ୍ଗଖାନଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ପାଇଁ ଚ୍ୟାଲେଞ୍ଜିଗ ଥିଲା ।ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରି ଶାହାରୁଖ ଖାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାରି ମାସରୁ ଅଧିକ ସମୟ ପରେ ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ…

ଟ୍ୱିଟର ପରେ ଫେସବୁକ ଓ ଇନଷ୍ଟାଗ୍ରାମରୁ ହଟିଲା ରାହୁଲଙ୍କ ବିବାଦୀୟ ପୋଷ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି , ଯେଉଁଥିରେ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାରଙ୍କର ପରିଚୟ ପ୍ରଦାନ କରୁଥିଲା । ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ(ଏନ୍ସିପିସିଆର୍) ମଙ୍ଗଳବାର…

ସାବଧାନ! ସୋସିଆଲ ମିଡିଆରେ ଥିଲେ ସତର୍କ ରୁହନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା । ଟ୍ୱିଟ୍ କରି ସତର୍କ ସତର୍କ ସୂଚନା ଦେଇଛି ଓଡ଼ିଶା ପୋଲିସ । ଗୋଟିଏ ନାଁରେ ଏକାଧିକ ଆକାଉଣ୍ଟ ନଖୋଲିବାକୁ ପରାମର୍ଶ ଦେଇଛନ୍ତି । ଆକାଉଣ୍ଟ ଖୋଲିବା ପୂର୍ବରୁ ଭଲ ଭାବରେ ପ୍ରାଇଭେସି ପଲିସିକୁ ଯାଞ୍ଚ କରିବାକୁ…

ଟିକା ନେବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରୋଲର ଶିକାର ହେଲେ ମଲାଇକା

ମୁମ୍ବାଇ: କରୋନା ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଖାନ । ଟିକା ନେବା ପରେ ସେ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି । ୟୁଜର୍ସମାନେ ତାଙ୍କୁ ବହୁତ ଖରାପ କମେଣ୍ଟ ଦେଉଥିବା ଦେଖିବାକୁ…

ଜନ୍ମଦିନରେ ବିକିନି ପିନ୍ଧା ଫଟୋ ସେୟାର କଲେ ଅଭିନେତ୍ରୀ ଦିଶା ପାଟାନୀ

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି ଦିଶା । ମାଳଦ୍ୱୀପରେ ଉଠାଇଥିବା ଏକ ଥ୍ରୋବ୍ୟାକ ଫଟୋକୁ ପୋଷ୍ଟ କରିଛନ୍ତି ସେ । ଯେଉଁଥିରେ କି ଏକ ଗୋଲାପୀ ରଙ୍ଗର ବିକିନି ପିନ୍ଧିଥିବା ନଜର ଆସିଛନ୍ତି…

ସୋସିଆଲ ମିଡିଆରେ ଅଧିକ ଫଟୋ ପୋଷ୍ଟ କରୁଥିବା କପଲ ନିଜ ସମ୍ପର୍କକୁ ନେଇ ଅସୁରକ୍ଷିତ ମନେକରିଥାନ୍ତି

ଭୁବନେଶ୍ୱର()ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ ଗତିବିଧି ବିଷୟରେ ଏଥିରେ ଜଣାଇଥାନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପଛର ପ୍ରକୃତ କାରଣ ବାହାର କରାଯାଇଛି। ଡାକ୍ତର ନିକି…

ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ() ସୋସିଆଲ ମିଡିଆ ଉପରେ ଏଣିକି ଲାଗିବ ଅଙ୍କୁଶ । ସୋସିଆଲ ମିଡିଆକୁ ଆଉ ବେଶି ଦିନ ଲଗାମହୀନ ଭାବରେ ଛାଡି ଦିଆଯିବ ନାହିଁ । ଏଥିପାଇଁ ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଆଇନ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ସୁପି୍ରମକୋର୍ଟକୁ…