Odia News Portal
Browsing Tag

sports news

ଘୋଷିତ ହେଲା ମହିଳା ଆଇପିଏଲର ଖେଳସୂଚୀ : ମାର୍ଚ୍ଚ ୪ରେ ହେବ ଶୁଭାରମ୍ଭ

ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ୫ଟି ଦଳ ଭାଗନେବେ। ମୁମ୍ବଇର ୨ଟି ଷ୍ଟାଡିୟମ୍‌ରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ। ମହିଳା ଆଇପିଏଲର ଉଦ୍ଘାଟନୀ ସଂସ୍କରଣର ଖେଳାଳି ନିଲାମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ଦିନକ ପରେ ମଙ୍ଗଳବାର ଏହି…

ମହିଳା T-୨୦ ବିଶ୍ବକପ: ଖେଳିବେ ଭାରତ- ୱେଷ୍ଟଇଣ୍ଡିଜ୍

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ବୁଧବାର କେପ୍ଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଗ୍ରୁପ-ବି ର ଏକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାରେ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବାବେଳେ ୱେଷ୍ଟଇଣ୍ଡିଜ୍ ବିଜୟ…

ଅଷ୍ଟ୍ରେଲିଆ ବଦଳାଇବ ଟିମ, ହୋଇପାରେ କୁନମ୍ୟାନଙ୍କ ପଦାର୍ପଣ

ଭାରତ-ଅଷ୍ଟ୍ରେଲିଆ, ନାଗପୁର ଟେଷ୍ଟକୁ ପାଳି ବ୍ୟବଧାନରେ ହାରିଯିବା ପରେ ଅଷ୍ଟ୍ରେଲିଆ ଦଳରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାମହାତୀ ସ୍ପିନର୍ ମାଥ୍ୟୁ କୁନମ୍ୟାନ୍ଙ୍କୁ ଦଳ ତୁରନ୍ତ ଡାକିଛି। ନାଗପୁରରେ ଖେଳିନଥିବା ଅନ୍ୟତମ ବାମହାତୀ ସ୍ପିନର୍ ଅଷ୍ଟନ ଆଗରଙ୍କ ସହ ସେ ସାମିଲ ହେବେ।…

ଆଇସିସି ମହିଳା ବିଶ୍ବକପ୍ ଟି-୨୦ : ଶ୍ରୀଲଙ୍କାର କ୍ରମାଗତ ବିଜୟ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଶ୍ରୀଲଙ୍କା ଚଳିତ ଆଇସିସି ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଆସିଥିବା ଶ୍ରୀଲଙ୍କା ରବିବାର ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ…

ମହିଳା ବିଶ୍ବକପ୍ ଟି-୨୦ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ହର୍ମନପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ନିଜର ପ୍ରଥମ ମ୍ୟାଚ୍‌ରେ ଜେମିମା ରଡ୍ରିଗ୍ବେଜ ଓ ରିଚା ଘୋଷଙ୍କ ଅବିଭାଜିତ ୫୮ ରନ୍‌ର ଭାଗୀଦାରି ବଳରେ ଭାରତ ୭ ୱିକେଟ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ…

ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ବଲ୍ ଟାମ୍ପରିଂ ଅଭିଯୋଗ ରେ ଜାଡେଜାଙ୍କୁ ଲାଗିଲା ଜୋରିମାନା

ଭାରତ ନାଗପୁର ଟେଷ୍ଟ ମ୍ୟାଚକୁ ଇନିଂସ ବିଜୟ ସହ ୧୩୨ ରନରେ ଜିତି ନେଇଛି । ଟିମ୍ ଇଣ୍ଡିଆର ଫ୍ୟାନ୍ସ ବିଜୟ ଉତ୍ସବ ମନାଉଥିବା ବେଳେ ଆଇସିସି ଏକ ନିରାଶ ଭଳି ଖବର ଦେଇଛି । ଆଇସିସି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଲଗାଇଛି । ଆଇସିସି…

ଶାହାରୁଖ ଖାନଙ୍କ ବିଶାଳ ଛକାରେ ତାମିଲନାଡ଼ୁ ହେଲା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଚାମ୍ପିୟନ

ନୂଆଦିଲ୍ଲୀ: ଫାଇନାଲରେ ଦମଦାର ଖେଳ । ବିଶାଳ ଛକା ମାରିଲେ ଆଉ ଦଳକୁ ଚାମ୍ପିୟନ କରାଇଲେ । ତାମିଲନାଡ଼ୁ ଦଳର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ଶାହାରୁଖ ଖାନଙ୍କ ଦମଦାର ବ୍ୟାଟିଂ ଆଗରେ ହାର ମାନିଛି କର୍ଣ୍ଣାଟକ । ଲଗାତାର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାତେଇଛି ତାମିଲନାଡୁ । ଦିଲ୍ଲୀରେ…

ବଦଲା ନେଲା ଟିମ୍ ଇଣ୍ଡିଆ

କୋଲକାତା: ଆଇସିସିର ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଲଗାତାର ଭାବେ ଭାରତକୁ ହରାଇଥିବା ନ୍ୟୁଜିଲାଣ୍ଡଠାରୁ ବଦଲା ନେଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ମୂଳପୋଛ ଭାବେ ଜିତିନେଇଛି। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍ରେ ଭାରତ ୭୩ ରନ୍ରେ ବିଜୟୀ…

କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କୋଲକାତା: ବଡ଼ ବିଜୟ ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନ୍ୟୁଜିଲାଣ୍ଡକୁ କ୍ଲିନ୍ ସୁଇପ୍ କରି ସିରିଜ୍ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ ସମ୍ମାନ ରକ୍ଷା ଲାଗି ଶେଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ…

ଗାଙ୍ଗୁଲିଙ୍କୁ ଗୁରୁ ଦାୟିତ୍ୱ ଦେଲା ଆଇସିସି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଗୁରୁ ଦାୟିତ୍ୱ ଦେଇଛି ଆଇସିସି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ସୌରଭ । ୩ଟି ଟର୍ମରେ ୯ ବର୍ଷ ଧରି ଏହି ପଦରେ ରହିଥିଲେ ଅନିଲ । ତେବେ ଆଜି ତାଙ୍କ ସ୍ଥାନରେ…