Odia News Portal
Browsing Tag

srilanka

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ମାଲିଙ୍ଗା

କଲମ୍ବୋ: କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଲସିଥ୍ ମଲିଙ୍ଗା । ଦୀର୍ଘ ୧୭ ବର୍ଷର ଯାତ୍ରାରେ ପଡିଛି ପୂର୍ଣ୍ଣଚ୍ଛେଦ । ପୂର୍ବରୁ ଦିନିକିଆ ଓ ଟେଷ୍ଟରୁ ଅବସର ଘୋଷଣା କରିଥିବା ମଲିଙ୍ଗା ଆଜି ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତିି । ୧୭ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୫୪୬ ଉଇକେଟ…

ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲା ଶ୍ରୀଲଙ୍କା ଟିମ୍

କଲମ୍ବୋ: ଟି-୨୦ ବିଶ୍ୱକପ ଲାଗି ସବୁ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ୧୫ ଜଣିଅାଁ ଦଳ ଘୋଷଣା କରିଛି । ଦଶୁନ ଶନାକାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ଧନଞ୍ଜୟ ଡି ସିଲଭାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଶ୍ରୀଲଙ୍କା ୨୦୧୪ରେ…

ସିରିଜ୍ ହାରିଲା ଭାରତ

କଲମ୍ବୋ: ଶେଷ ଟି-୨୦ ହାରିଲା ଭାରତ। ଏହା ସହ ସିରିଜ୍ ହାରିଲା ଦଳ। ପ୍ରଥମ ମାଚ ଜିତିଥିବା ବେଳେ ଶେଷ ୨ଟି ହାରିଛି ଭାରତ। ଆଜି ଭାରତ ପ୍ରଥମ ବାଟି କରି ମାତ୍ର ୮୧ ରନ କରିଥିଲା ଦଳ। ୮ ୱିକେଟ ହରାଇ ଭାରତ ୮୧ ରନ କରିଥିଲା। ଦଳ ପକ୍ଷରୁ କୁଲଦୀପ ଯାଦବ ଅଧିକ ରନ୍ କରିଛନ୍ତି। ଶ୍ରୀଲଙ୍କା ୧୪ ଓଭର…

ଶ୍ରୀଲଙ୍କାଠାରୁ ଦ୍ୱିତୀୟ ଟି-୨୦ ହାରିଲା ଭାରତ

କଲମ୍ବୋ - କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମରେ ବୁଧବାର ଦ୍ୱିତୀୟ ଟି -20 ଅନ୍ତର୍ଜାତୀୟରେ ଶ୍ରୀଲଙ୍କା ଭାରତୀୟ ଦଳକୁ 4 ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ୧-୧ରେ ସିରିଜ ବରାବର ରହିଛି। ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । ପ୍ରଥମ…

ଭାରତୀୟ ଦଳରେ ୪ ଯୁବ କ୍ରିକେଟରଙ୍କ ଡେବ୍ୟୁ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଭାରତ ଶେଷ ଦିନିକିଆ ଖେଳୁଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ତେବେ ଦଳରେ ଆଜି ୪ଜଣ ନୂଆ ଖେଳାଳୀଙ୍କୁ ସ୍ଥାନ ମିଳିଛି । ଦିନିକିଆ ଦଳରେ ଆଜି ଡେବ୍ୟୁ କରିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ, ନିତିଶ ରାଣା, ଚେତନ…

ଆଜି ଭାରତ- ଶ୍ରୀଲଙ୍କା ଅନ୍ତିମ ଦିନିକିଆ

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଆଜି କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ପୂର୍ବର ଦୁଇଟିଯାକ ମ୍ୟାଚ୍ ଜିତି ସାରିଥିବାରୁ ଏହି ମ୍ୟାଚ୍ ଜିତି ସିରିଜ ମୂଳପୋଛ କରିବା ଲାଗି ଲାଗି ଉଦ୍ୟମ କରିବ ବୋଲି ଆଶା…

ପୃଥୀ ଶ’ଙ୍କୁ ପ୍ରଂଶସା କଲେ ଆକାଶ ଚୋପ୍ରା

କଲମ୍ବୋ: ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ପୃଥୀ ଶ’ଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଶଙ୍କ ପ୍ରଂଶସା କରିଛନ୍ତି । ବିରେନ୍ଦ୍ର ସେହଙ୍ଗଙ୍କ ସହ ତାଙ୍କୁ ତୁଳନା କରିଥିବା ଦେଖିବାକୁ…

ଭାରତ ଆଗରେ ଲକ୍ଷ୍ୟ ୨୬୩

କଲମ୍ବୋ: ପ୍ରଥମ ପାଳିରେ ଶ୍ରୀଲଙ୍କା ୨୬୩ ରନ ସଂଗ୍ରହ କରିଛି । ୫୦ ଓଭର ଖେଳି ଦଳ ୯ ୱିକେଟ ବିନିମୟରେ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କି, ଦଳର ଜଣେ ହେଲେ ଖେଳାଳୀ ୫୦ ରନ କରିନାହାଁନ୍ତି । ଚମିକା କରୁଣାର୍ଥେ ସର୍ବାଧିକ ୪୩ ରନ କରିଛନ୍ତି । ଅନ୍ୟ କୌଣସି…

ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

କଲମ୍ବୋ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଶ୍ରୀଲଙ୍କା । ଭାରତ ବୋଲିଂ କରୁବାକୁ ଥିବା ବେଳେ ଦଳ ଲାଗି ରହିବ ଚ୍ୟାଲେଞ୍ଜ । ଯୁବ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଉଛି ଧାୱନ ବାହିନୀ । ତେବେ ଆଜିର ମ୍ୟାଚରେ ଦୁଇଜଣ ଯବୁ ଖେଳାଳୀ ଡେବ୍ୟୁ କରୁଛନ୍ତି । ପ୍ରଥମେ ବୋଲିଂ…

୧୮ରେ ହେବ ଭାରତ-ଶ୍ରୀଲଙ୍କା ସିରିଜ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ତାରିଖ ଫାଇନାଲ ହୋଇସାରିଛି । ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୧୮ ଜୁଲାଇରେ ଖେଳାଯିବ । ଦୁଇ ଦେଶ ମଧ୍ୟରେ ୩ ଏକ ଦୀବସୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ୧୮ ଜୁଲାଇ, ଦ୍ୱିତୀୟ ମ୍ୟାଚ ୨୦ ଜୁଲାଇ ଓ…