Odia News Portal
Browsing Tag

ssr

ଶୀର୍ଷରେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ() ଚଳିତ ବର୍ଷ ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁ ଘଟିବା ପରେ ଅନେକ ବିବାଦ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କୁ ନେଇ ଏକ ରୋଚକ ଖବର ଆସିଛି । ସୂଚନାଯୋଗ୍ୟ ଯେ, ୟାହୁ ଇଣ୍ଡିଆର ସର୍ଚ୍ଚ ଲିଷ୍ଟରେ ସୁଶାନ୍ତଙ୍କ ନାମ ସର୍ବାଗ୍ରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ

ମୁମ୍ବାଇ() ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ତିନି ମାସରୁ ଅଧିକ ଦିନ ବିତି ଯାଇଛି । ହେଲେ ଏବେ ବି ହଟୁନି ମୃତ୍ୟୁ ଉପରୁ ପରଦା । ତାଙ୍କୁ ହତ୍ୟା କରାଯାଇଥିଲା ନାଁ ସେ ଆତ୍ମହତ୍ୟା କରିଥିଲେ ଏହାର ତଦନ୍ତ କରିବା ପାଇଁ ତିନି ତିନିଟି ତଦନ୍ତକାରୀ ସଂସ୍ଥା ଦାୟିତ୍ୱ ନେଇଛି । ଏବେ ସୁଶାନ୍ତଙ୍କ…

ମୃତ୍ୟୁ ପୂର୍ବ ରାତିରେ ସୁଶାନ୍ତଙ୍କ ସହ ଦେଖା କରିଥିଲେ ରିୟା

ମୁମ୍ବାଇ()  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ଚାଲିଛି । ଦେଶର ବଡ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାର ସମାଧାନ ପାଇଁ ଲାଗିଥିବା ବେଳେ ଆସିଛି ଏକ ନୂଆ ମୋଡ । କରଣି ସେନାର ନେତା ସୁରଜିତ ସିଂହ ରାଠୋର ଦାବି କରିଛନ୍ତି ଯେ, ମୃତ୍ୟୁ ପୂର୍ବ ରାତି ଅର୍ଥାତ୍ ଜୁନ୍ ୧୩ ତାରିଖ…

ଦୀପିକା,ସାରା,ଶ୍ରଦ୍ଧା ଓ କରିସ୍ମାଙ୍କୁ କ୍ଲିନ୍ ଚିଟ

ମୁମ୍ୱାଇ () ଅଭିନେତା ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଏକ ପ୍ରକାରର କ୍ଲିନ୍ ଚିଟ୍ ଦେଇଛି ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି । ଶନିବାର ଦିନ ଦୀପିକା ପାଦୁକୋନ୍ ଏବଂ କରିସ୍ମା ପ୍ରକାଶ ଏନସିବି…

୮ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ଦୀୟା ମିର୍ଜା, ସାରା ଅଲୀ ଖାନ,ରକୁଲ, ଶ୍ରୁତି ମୋଦିଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି। ଏନିସିବିର ଡ୍ରଗ୍ସ ତଦନ୍ତରେ ଏମାନଙ୍କ ନାଁ ଆସିବାରୁ ମୁଜାଫରପୁରରେ ଧାରା ୫୦୪, ୫୦୬, ୧୨୦, ୨୮୪ରେ ଏ ସମସ୍ତଙ୍କ ବିରୋଧରେ…

ସାରାଙ୍କ ସହ ପ୍ରଥମ ଥର ହେବି ଡୋଜ ଡ୍ରଗ୍ସ ନେଇଥିଲେ ସୁଶାନ୍ତ

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ଡ୍ରଗସ ଲିଙ୍କରେ ଗିରଫ ହୋଇଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏନସିବିକୁ ଏସକ୍ଲୁ୍ୟସିଭି ବୟାନ ଦେଇଛନ୍ତି । କେଦାରନାଥ ସୁଟିଂ ସମୟରେ ସୁଶାନ୍ତ ହେବି ଡୋଜ ଡ୍ରଗ୍ସ ନେବା ଆରମ୍ଭ କରିଦେଇଥିଲେ । ଏଥିରେ ସାରା ମଧ୍ୟ…