Odia News Portal
Browsing Tag

Sunil arora

୩ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ, ୧୦ରେ ରେଜଲ୍ଟ

ନୂଆଦିଲ୍ଲୀ() ବାଜିଲା ବିହାର ନିର୍ବାଚନ ବିଗୁଲ । ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତଦନୁଯାୟୀ…

ଆମେରିକାରେ ଫସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ () ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କରୋନା କଟକଣା କାରଣରୁ ଆମେରିକାର ମିଚିଗାନରେ ଫସି ରହିଛନ୍ତି । ସେ ବ୍ୟକ୍ତିଗତ କାରଣରୁ ଗତ ମାର୍ଚ୍ଚ ୭ରେ ଆମେରିକା ଯାଇଥିଲେ । ସେଠାରୁ ଏପ୍ରିଲ ୫ରେ ଭାରତ ଫେରିବା ପାଇଁ ଯୋଜନା କରିଥିଲେ । କିନ୍ତୁ କରୋନା କାରଣରୁ ଅନ୍ତର୍ଜାତୀୟ…