Odia News Portal
Browsing Tag

Telecom

ଟେଲିକମ୍ କମ୍ପାନୀଗୁଡିକ ଲାଗି ରିଲିଫ୍ ପ୍ଯାକେଜ ଘୋଷଣା

ନୂଆଦିଲ୍ଲୀ: ଋଣ ବୋଝରେ ବୁଡିଥିବା ଦୂରସଂଚାର କମ୍ପାନୀଗୁଡିକ ସକାଶେ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ବହୁ ପ୍ରତୀକ୍ଷିତ ରିଲିଫ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିସହିତ ଯାନବାହନ କ୍ଷେତ୍ର ପାଇଁ ପ୍ରଡକ୍ସନ ଲାଇନ ଇନସେଣ୍ଟିଭ (ପିଏଲଆଇ)କୁ ମଧ୍ୟ ମଞ୍ଜୁରୀ ମିଳିଛି। ଏକ ସୂତ୍ରରୁ ଜଣାଯାଇଛି…