Odia News Portal
Browsing Tag

traffic rules

ବେଆଇନ ପାର୍କିଂ କଲେ ଡବଲ ଫାଇନ

ଭୁବନେଶ୍ୱର() ରାସ୍ତାରେ ବେଆଇନ ଗାଡି ପାର୍କିଂ କଲେ ଏଣିକି ଡବଲ ଫାଇନ । ବେଆଇନ ପାର୍କିଂ ସହ ଗାଡି ଉଠାଯିବ ବାବଦ ଟୋଲଂ ଚାର୍ଜ ବି ଗଣିବେ ଗାଡି ଚାଳକ । ଆଜିଠାରୁ ନିୟମ ଲାଗୁ ହେବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ,ରାଜଭବନ ଛକଠାରୁ କଳାରାହାଙ୍ଗ ଛକ…

ଏଣିକି ଆମ୍ବୁଲାନ୍ସ ଅଟକାଇଲେ ୧୦ ହଜାର ଜରିମାନା

ଭୁବନେଶ୍ୱର()  ଏଣିକି ସଂଶୋଧିତ ମୋଟର ଯାନ ଆଇନରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନକୁ କଡ଼ାକଡ଼ି ପାଳନ କରାଯିବ। କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡ଼ିକୁ ରାସ୍ତା ନ ଛାଡ଼ିଲେ, ୧୦ ହଜାର ଟଙ୍କା ଜରିମାନା ଓ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ। ଯେଉଁ ବାଇକ୍ କିମ୍ବା…

ଏଣିକି ସଡ଼କ ସୁରକ୍ଷା ପାଠ ପଢ଼ିବେ ମାଟ୍ରିିକ ଛାତ୍ରଛାତ୍ରୀ

ଭୁବନେଶ୍ୱର()  ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପଢାଯିବ ଟ୍ରାଫିକ୍ ପାଠ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ, କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ…

ନାବାଳକକୁ ୨୬୦୦୦ ଫାଇନ୍

ଭୁବନେଶ୍ୱର() ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ବାରଙ୍ଗ ରୋଡ୍ରେ ଜଣେ ନାବାଳକ ବିନା ହେଲ୍ମେଟ୍ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ…

ଏଣିକି ପ୍ରତି ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ୍ ବକ୍ସ

ଭୁବନେଶ୍ୱର() ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଶନିବାର ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ଏହି କାର୍ୟ୍ୟକ୍ରମର ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁହନ୍ତୁ’ ସୁଖୀ…

ପୁଅ ପାଇଁ ବାପା ଗଣିଲେ ୨୫ ହଜାର

ରାୟଗଡା () ରାୟଗଡା ସହରର ରିଂରୋଡରେ ଆରଟିଓ ଏବଂ ପୋଲିସ ହାତରେ ଧରାପଡିଛନ୍ତି ଜଣେ ନାବାଳକ ।ପ୍ରଥମେ ନାବାଳକ ଜଣଙ୍କ କାର୍ ଚଳାଉଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଆଉ ଏଥିପାଇଁ ତାଙ୍କ ବାପା ୨୫ ହଜାର ଟଙ୍କାର ଫାଇନ ଗଣିଛନ୍ତି ।

ଭୁଲ ଚାଲାଣ କଟିଥିଲେ ଫେରସ୍ତ ହେବ ଟଙ୍କା : ମନ୍ତ୍ରୀ

ଭୁବନେଶ୍ୱର () ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେଲେ ଫେରସ୍ତ ମିଳିବ ଟଙ୍କା । ଏନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି,…

ଆଉ କୋହଳ ହେବନାହିଁ ଟ୍ରାଫିକ୍ ନିୟମ:ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ଦୁଇ ଦୁଇ ଥର ତିନି ତିନି ମାସ ଟ୍ରାଫିକ୍ ନିମୟ କୋହଳ ପରେ ଆଉ କୋହଳ ହେବନାହିଁ ଟ୍ରାଫିକ୍ ନିୟମ । ଲୋକଙ୍କ ଧନଜୀବନ ଓ ସୁରକ୍ଷା ପାଇଁ ଏହି ନିୟମ ହୋଇଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତାସହ ମନ୍ତ୍ରୀ କାହିଁକି ଓ କ’ଣ ପାଇଁ ନିମୟ କୋହଳ କରାଯିବ ବୋଲି…

ପୁଲିସ ଧରୁ ବା ନଧରୁ ଦେବାକୁ ପଡ଼ିବ ଜୋରିମାନା’

ଭୁବନେଶ୍ୱର()  ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଂଚ ବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ । ନୂଆ ନିୟମ ଅନୁସାରେ ହେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଚାଳକ ଗଣିବେ ଜୋରିମାନା । ତେବେ ଆସନ୍ତାକାଲିଠାରୁ ଟୁଇନ ସିଟିରେ ଆରମ୍ଭ ହେବ…

ବଢିଲା ଟ୍ରାଫିକ୍ ନିୟମ କଡାକଡି ଡେଡ ଲାଇନ

ଭୁବନେଶ୍ୱର() ଟ୍ରାଫିକ ନିୟମ କଡାକଡି ପାଇଁ ରହିଥିବା ଡେଡଲାଇନ୍ ତନି ମାସ ବୃଦ୍ଧି ପାଇଛି । ବିଧାନ ସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା । ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର…