Odia News Portal
Browsing Tag

up

ପ୍ରିୟଙ୍କା ଗାନ୍ଧି ଗିରଫ

ସୀତାପୁର : କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ…

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣକୁ ୟୁପିରେ ମିଳିଲାନି ଅନୁମତି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ଘଟଣା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏନେଇ ପୁରା ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସମସ୍ତେ କୃଷକଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଲଖନଉ ଗସ୍ତକୁ…

ଆଲିଗଡ଼ରେ ମୋଦୀ

ୟୁପି: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ । ଏହା ପୂର୍ବରୁ ପୁନର୍ବାର କ୍ଷମତା ହାସଲ ଲକ୍ଷ୍ୟରେ ରହିଛି ବିଜେପି । ଏହାରି ଭିତରେ ଆଜି ଉତ୍ତରପ୍ରଦେଶର ଆଲିଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁପିକୁ ଏକ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିରକ୍ଷା କରିଡର ଉପହାର ଦେବାକୁ…

ରୋଗୀଙ୍କୁ ଦୁଷ୍କର୍ମ କଲେ କମ୍ପାଉଣ୍ଡର

ୟୁପି: ଲଜ୍ଜା । ପୁଣି ଲଜ୍ଜା । ଦେହର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ଡାକ୍ତର ଓ କମ୍ପାଉଣ୍ଡର କଳିଯୁଗରେ ଚଳନ୍ତି ଠାକୁର ବୋଲି କୁହାଯାଏ । କିନ୍ତୁ ଜଣେ କମ୍ପାଉଣ୍ଡର ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଅଭିଯୁକ୍ତ କମ୍ପାଉଣ୍ଡରଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଥମିବାର ନାଁ ଧରୁନି ଲଜ୍ଜା । ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ । ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଲଜ୍ଜା…

କାଉଡ଼ି ଯାତ୍ରାକୁ ନେଇ ୟୁପି ସରକାରଙ୍କ ନିଷ୍ପତି ଉପରେ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: କରୋନାର ୩ୟ ତରଙ୍ଗର ଆଶଙ୍କାକୁ ନଜରରେ ରଖି କିଛି ରାଜ୍ୟରେ ,ରାଜ୍ୟସରକାର କାଉଡି ଯାତ୍ରା ଉପରେ ପ୍ରତିବନ୍ଧକ ଜାରି କରି ଥିବା ବେଳେ କିଛି ରାଜ୍ୟ କାଉଡି ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶରେ ଏହି ଯାତ୍ରା ପାଇଁ ଅନମୁତି ପ୍ରଦାନ କରାଇଥିବା ବେଳେ ଏହାକୁ ନେଇ…

ଏକାକୀ ନିର୍ବାଚନ ଲଢ଼ିବ ବିଏସପି

ୟୁପି: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏକାକୀ ନିର୍ବାଚନ ଲଢ଼ିବ ବିଏସପି । ଆଜି ଏନେଇ ସୂଚନା ଦେଇଛନ୍ତି ବିଏସିପି ମୁଖ୍ୟ ମାୟାବତୀ । ଉତ୍ତର ପ୍ରଦେଶରେ ଏମଆଇଏମଏମ ସହ ମିଶି ବିଏସପି ନିର୍ବାଚନ ଲଢ଼ିବ ବୋଲି ଖବର ପ୍ରସାରଣ ହେଉଥିଲା । ଏପରିକି ଏହି ଖବରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର…

ଓଡ଼ିଶାର ବୋହୂହେଲେ ଉତ୍ତରପ୍ରଦେଶ ଝିଅ

ଭୁବନେଶ୍ୱର: ଉତ୍ତରପ୍ରଦେଶ କନିଆଁକୁ ଓଡ଼ିଶା ବର । ପ୍ରାପ୍ତ ବୟସ୍ଖ ପ୍ରେମୀ ଯୁଗଳଙ୍କ ହୋଇଛି ବିବାହ । ଝିଅକୁ ଫେରାଇ ନେବାକୁ ଆସିଥିବା ଉତରପ୍ରଦେଶ ପୋଲିସ ଖାଲି ହାତରେ ଫେରିଛି । ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଯୁବତୀ ଆକାକ୍ଷା ଓ ଭୁବନେଶ୍ୱରର ପୁଅ ପୃଥୀରାଜ ପଣ୍ଡାଙ୍କ ବିବାହ ହୋଇଛି । …

ବାୟା କଲା ଶାଳୀ ପ୍ରେମ, ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ୟୁପି: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡ଼ିଥିବା ଲୋକକୁ କିଛି ଦେଖାଯାଏ ନାହିଁ । ପ୍ରେମରେ ପଡ଼ିବା ପରେ କିଛି ପ୍ରେମିକ ପାଗଳାମି କରୁଥିବାର ନଜିର ମଧ୍ୟ ରହିଛି । ତେବେ ଜଣେ ବିବାହିତ ପୁରୁଷ ନିଜ ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଏମିତିକି ଶାଳୀକୁ ପାଇବା ଲାଗି ରାସ୍ତାରୁ…

ଗୋଳିଆ ହେଉଛି ୟୁପି ରାଜନୀତି, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ

ଲକ୍ଷୌ: ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ଯାହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ଏବେଠାରୁ ମଧ୍ୟ ୟୁପି ରାଜନୀତି ହେଡଲାଇନ୍ସ ହେଉଛି । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…