Odia News Portal
Browsing Tag

Who

ଏ ବର୍ଷ ଶେଷ ହେବ କରୋନା –WHO

ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସାରା ବିଶ୍ୱରେ ଅନେକ ସ୍ଥାନର କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା ଦେଖିବାକୁ ମିଳିଛି ।। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୧୫୨୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ…

ବହୁତ ଶୀଘ୍ର ବ୍ୟାପୁଛି ଭାଇରସ୍ ଓମିକ୍ରନ

ଶୀଘ୍ର ବ୍ୟାପୁଛି କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ । ମାତ୍ର ସଂକ୍ରମିତଙ୍କୁ ବେଶି ଗୁରୁତର କରୁନାହିଁ। ଏପରି ରିପୋର୍ଟ ଦେଇଛି ଡଐଙ । ଓମିକ୍ରନ ଟିକାର ପ୍ରଭାବ କମାଇ ଦେଉଛି। ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହୋଉଛନ୍ତି। ମାତ୍ର ସେତେଟା ଗୁରୁତର ହେଉନାହାନ୍ତି।…

କୋଭାକ୍ସିନକୁ WHOର ଅନୁମତି

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା କୋଭାକ୍ସିନକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମାନ୍ୟତା ମିଳିଛି । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ‘ହୁ’ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି । ଆଇସିଏମଆର ସହଯୋଗରେ ସ୍ୱଦେଶୀ କମ୍ପାନୀ ଭରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି। …

କ୍ବାରେଣ୍ଟାଇନରେ WHO ମୁଖ୍ୟ

ଜେନେଭା()  ନିଜକୁ ସେଲଫ୍‌ କ୍ବାରେଣ୍ଟାଇନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍  । ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିବା ନେଇ ରବିବାର ଟ୍ୱିଟ୍‌ କରି ସୂଚନା ଦେଇଥିଲେ।…

ଓଡ଼ିଶାକୁ WHOର ପ୍ରଶଂସା

ଭୁବନେଶ୍ୱର() କୋଭିଡ ମୁକାବିଲା ନେଇ ଓଡ଼ିଶାକୁ WHO ପ୍ରଶଂସା କରିଛି । କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏହାସହ GPକୁ ସ୍ବତନ୍ତ୍ର କ୍ଷମତା ଓ ଟେଷ୍ଟିଂ କ୍ଷମତା ବୃଦ୍ଧି ନେଇ ପ୍ରଶଂସା କରାଯାଇଛି  । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି…

WHOର ଚେତାବନୀ, ଭାଇରସ୍ ଲୋକଙ୍କୁ ଦୁର୍ବଳ କରିବ

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବା ଟୀକା ପ୍ରସ୍ତୁତ ହୋଇପାରିଲା ନାହିଁ । ଅନ୍ୟପଟେ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ବହୁଦେଶ ଲକ୍-ଡାଉନ୍ ହଟାଇବାକୁ ଯୋଜନା କରୁଛନ୍ତି । ଏପରି ସମୟରେ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ଜଣେ ବରିଷ୍ଠ ଅଧିକାରୀ…

ଭୁଲ ସ୍ୱୀକାର କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁଲ ସ୍ୱୀକାର କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଏପର୍ଯ୍ୟନ୍ତ କରୋନାର କମ୍ୟୁନିଟି ଟ୍ରାନ୍ସମିଶନ ବା ସମୂହ ସଂକ୍ରମଣ ଆରମ୍ଭ ହୋଇନାହିଁ । ସରକାର ଏ ସଂପର୍କରେ ସତର୍କ ନଜର ରଖିଛନ୍ତି ଓ ବାରମ୍ବାର ସମୂହ ସଂକ୍ରମଣ କଥାକୁ ଅସ୍ୱୀକାର କରିଆସୁଛନ୍ତି । ହେଲେ ଡବ୍ଲୁଏଚଓ ପ୍ରକାଶ କରିଥିବା…