Odia News Portal
Browsing Tag

winter

୩ ରୁ ବର୍ଷାରେ ଭିଜିବ ଓଡିଶା,ପୁଣି ବଢିବ ଜାଡ

ଏବେ ରାଜ୍ୟରେ କମିଛି ଶୀତ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ। ବଙ୍ଗୋପସାଗର ମଧ୍ୟରୁ ପ୍ରବାହିତ ଉଷ୍ଣ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବଢିବା ସହ ଶୀତ କମିଛି। ଏପଟେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩…

କାଲିଠାରୁ ବଢିବ ଜାଡ,ଥରିବ ଓଡିଶା

କାଲିଠୁ ବଢିବ ଶୀତ ଶୀତ ଲହରୀ । ଥରିବ ଓଡ଼ିଶା । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ…

ରାଜ୍ୟରେ କମୁଛି ଶୀତର ଲହରୀ

ରାଜ୍ୟରେ ଧୀରେ ଧୀରେ କମୁଛି ଜାଡ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ରହୁଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି। ରାତିର ତାପମାତ୍ରାରେ ଗତ ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। କିନ୍ତୁ ଉପକୂଳ ଓଡ଼ିଶାରେ ରାତିର…

୨ ଦିନ ଧରି ପ୍ରବଳ ଶୀତର ସମ୍ଭାବନା

ଖସୁଛି ପାରଦ ବଢୁଛି ଜାଡ ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ପାଣିପାଗ ବଭାଗ ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍ ସ୍ଥିତି ଜାରି କରିଛି। ରାତିର…

ରାଜ୍ୟରେ ହାଡଭଙ୍ଗା ଶୀତ

ଥଣ୍ଡାରେ ଥରୁଛି ସାରା ଓଡିଶା । ରାତିରେ ଖସୁଛି ପାରଦ । ରେକର୍ଡରୁ ସ୍ପଷ୍ଟ କରାଯାଇଛି ଯେ ୧୫ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ । ସବୁଠୁ ଥଣ୍ଡାର ସହର ପାଲିଟିଛି ଫୁଲବାଣୀ । ୫ ଡିଗ୍ରୀ ତଳେ ରହୁଛି ତାପମତ୍ରା । ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ ତୁଷାରପାତ ହୋଇଛି ।…

ଜାଡ଼ରେ ଥରୁଛି ସାରା ଓଡ଼ିଶା

ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜା଼ଡ଼ରେ ଥରୁଛି ସାରା ଓଡ଼ିଶା। ୧୨ଡିଗ୍ରୀ ସେଲ୍ସିୟସ ତଳେ ୧୨ଟି ସହରର ତାପମାତ୍ରା ରହିଛି। ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ପାଲଟିଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତିର…

ଆସନ୍ତା ୪-୫ ଦିନ ବଢିବ ଶୀତର ପ୍ରକୋପ

ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ଦୂର କରନ୍ତୁ ଓଠର କଳାପଣ

ଶୀତଦିନ ଆସିବା ମାତ୍ରେ ତ୍ୱଚାର ଅଧିକ ଦେଖାଶୁଣା କରିବା ନିହାତି ଆବଶ୍ୟକ ପଡିଥାଏ । ତ୍ୱଚାର ସଠିକ ଦେଖାଶୁଣା ନକରିବା ଦ୍ୱାରା ସ୍କିନ ଏବଂ ଓଠ ଫାଟିବାକୁ ଲାଗିଥାଏ । ଆଉ ଖାସ କରିକି ଶୀତଦିନେ ଆମେ ମାନେ ଆମ ମାନଙ୍କ ଶରୀରର ଅଧିକ ଧ୍ୟାନ ରଖିବା ଆବଶ୍ୟକତା ପଡିଥାଏ । ଅଧିକାଂଶ ଲୋକ କମଳାକୁ…

ଆଜିଠୁ ବଦଳିବ ପାଗ

ବାତ୍ୟା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡକୁ ଚାଲି ଯାଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିଛି । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ଏହା ସହ ଆସନ୍ତା କାଲିଠୁ ପାଗରେ ପରିବର୍ତ୍ତନ ଆସିବ ଏବଂ ଶୀତ ଆରମ୍ଭ…

କନ୍ଧମାଳକୁ ପୁଣି ଫେରିଛି ଶୀତ

କନ୍ଧମାଳକୁ ପୁଣି ଫେରିଛି ଶୀତ । ଦୁଇ ଦିନ ହେବ କନ୍ଧମାଳରେ ଶୀତର ଲହରୀ ଲାଗି ରହିଛି । ବିଭିନ୍ନ ଅଂଚଳରେ ଏବେ ଶୀତ ବଢିବାକୁ ଲାଗିଲାଣି । ସକାଳ ୯ ଟା ବେଳକୁ ମଧ୍ୟ ଘନ କୁହୁଡିରେ ଘୋଡାଇ ହୋଇ ରହୁଛି ସାରା ସହର । ଘନ କୁହୁଡି ପାଇଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ସେପଟେ ନିଜକୁ…