Odia News Portal
Browsing Tag

wtc

ନ୍ୟୁଜିଲାଣ୍ଡ ଟେଷ୍ଟର ବେଷ୍ଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ହରାଇ ପ୍ରଥମଥର ଲାଗି ଟେଷ୍ଟରେ ବେଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ଫାଇନାଲ ମ୍ୟାଚରେ ୨ ୱିକେଟରେ ବିଜୟ ହୋଇଛି କ୍ୱିଇ ଦଳ । ପ୍ରଥମଥର ଲାଗି ଆଇସିସି ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ବେଳେ ନ୍ୟୁଜିଲାଣ୍ଡ ରେକର୍ଡ କରିଛି । ଆଜିଯାଏଁ…

WTC ଫାଇନାଲ: ଶେଷଦିନରେ ବର୍ଷା ସାଜିଲା ବାଧକ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ପଞ୍ଚମ ଦିନ ଅଥବା ଶେଷ ଦିନ । ତେବେ ଆଜି ଖେଳ ଆରମ୍ଭରୁ ବର୍ଷା ହୋଇଛି । ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନ୍ୟୁଜିଲାଣ୍ଡ ୧୦୧ ରନରେ ୨ଟି ୱିକେଟ ଯାଇଛି । ରସ ଟେଲର ଓ କେନ ୱିଲିୟମନସନ ବ୍ୟାଟିଂ କରିବାକୁ ମଇଦାନକୁ…

୨୧୭ରେ ଅଲଆଉଟ୍ ହେଲା ଭାରତ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୨୧୭ରେ ଅଲଆଉଟ୍ ହେଲା ଭାରତ । ତୃତୀୟ ଦିନର ଦ୍ୱିତୀୟ ସେସନରେ ଭାରତର ୱିକେଟ ମୂଳପୋଛ କରିଛି ନ୍ୟୁଜିଲାଣ୍ଡ । କ୍ୱିଇ ଦଳର ବୋଲି ଜାମିନସନ ୫ ୱିକେଟ ଅକ୍ତିଆର କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତ କେହି ଜଣେ ମଧ୍ୟ ଖେଳାଳୀ ୫୦ ରନ…

ଭାରତର ବ୍ୟାଟିଂ ବିପର୍ଯୟ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯୟ । ନିୟମିତ ବ୍ୟବଧାନରେ ଖସି ଚାଲିଛି ୱିକେଟ । ଏବେ ମାତ୍ର ୧୮୨ ରନରେ ଭାରତ ୬ଟି ୱିକେଟ ହରାଇ ସାରିଲାଣି । ଦୁଇ ଅଲରାଉଣ୍ଡ ଯୋଡ଼ି ଅଶ୍ୱିନୀ ଓ ଜାଡେଜା ଏବେ ପିଚରେ ମହଜୁଦ ଅଛନ୍ତି । ଭାରତୀୟ ଦଳର କୌଣସି ବି ଖେଳାଳୀ ଏଯାବତ ଅର୍ଦ୍ଧଶତକ କରି ନାହାଁନ୍ତି…

ପାଭିଲିୟନ ଫେରିଲେ ବିରାଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ଲାଗିଛି ଚତୁର୍ଥ ଝଟକା । ବିରାଟ କୋହଲି ଆଉଟ୍ ହୋଇ ପାଭିଲିୟନକୁ ଫେରିଛନ୍ତି । ଜେମିନସନ ତାଙ୍କୁ ଏଲବିଡ୍ଲ୍ୟୁ କରି ପାଭିଲିୟନ ପଠାଇଛନ୍ତି । ମାତ୍ର ୧୪୯ ରନରେ ଭାରତରୁ ଚତୁର୍ଥ ୱିକେଟର ପତନ ଘଟିଛି । ଉପଅଧିନାୟକ ରାହାଣେ ଓ ଋଷଭ ପନ୍ଥ…

ରୋହିତଙ୍କ ପଛେ ପଛେ ପାଭିଲିୟନ ଫେରିଲେ ଗିଲ୍‌

ସାଉଥମ୍ପଟନ୍‌: ପ୍ରଥମ ସେସନରୁ ଭାରତକୁ ଝଟକା । ୨୬ ଓଭର ମଧ୍ୟରେ ୨ଟି ୱିକେଟ ବିନିମୟ କରିସାରିଲାଣି ଭାରତ । ପ୍ରଥମେ ରୋହିତ ଶର୍ମା ଆଉଟ୍ ହୋଇଥିବା ବେଳେ ପରେ ଶୁଭମନ ଗିଲ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୬୮ ବଲରୁ ୩୪ ରନ କରିଥିବା ବେଳେ ଗିଲ ୬୪ଟି ବଲରୁ ୨୮ ରନ କରିଛନ୍ତି । ସେ…

ଭାରତକୁ ଲାଗିଲା ପ୍ରଥମ ଝଟକା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆକୁ ଲାଗିଛି ପ୍ରଥମ ଝଟକା । ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୩୪ ରନ କରି ଫାଭିଲିୟନକୁ ଫେରିଛନ୍ତି । ତାଙ୍କୁ ନ୍ୟୁଜିଲାଣ୍ଡର ଦ୍ରୃତ ବୋଲର ଜେମିନସନ କ୍ୟାଚ ଆଉ କରିଛନ୍ତି । ଦ୍ୱିତୀୟ…

WTC ଲାଗି ପ୍ରକାଶ ପାଇଲା ୧୧ ଜଣିଆଁ ସାମ୍ଭବ୍ୟ ଦଳ

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିଲାଗି ସାମ୍ଭବ୍ୟ ୧୧ ଜଣିଆଁ ଟିମ ଘୋଷଣା କରିଛି ବିସିସିଆଇ । ତେବେ ଏହି ୧୧ ଜଣିଆଁ ଟିମରେ ରହିଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି , ଆଜିଙ୍କ୍ୟ ରାହାଣେ, ଋଷଭ…

WTC ଲାଗି ୧୧ ଜଣିଆଁ ଦଳ ବାଛିଲେ ଗାଭାସ୍କର, ଏହି ମହାନ ଖେଳାଳୀଙ୍କୁ ସ୍ଥାନ ମିଳିଲାନି

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ମ୍ୟାଚ ଖେଳିବା ପୂର୍ବରୁ ବହୁ ପୂର୍ବତନ କ୍ରିକେଟରମାନେ ନିଜ ନିଜର ମତ ରଖିଛନ୍ତି । ତେବେ ଗାଭାସ୍କର ମନ ପସନ୍ଦର ୧୧ ଜଣିଆଁ ଟିମ୍ ବାଛିଛନ୍ତି । ଏହି ଟିମରେ ରୋହିତ ଶର୍ମା, ଶୁଭମନ ଗିଲ,…

WTC ଲାଗି ୧୫ ଜଣିଆଁ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ । ବିରାଟ କୋହଲି ଦଳର ଅଧିନାୟକ ଥିବା ବେଳେ ରାହାଣେଙ୍କୁ ଦିଆଯାଇଛି ଉପଅଧିନାୟକ ପଦ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଫାଇନାଲ ଖେଳିବ । ତେବେ ଅଭ୍ୟାସ କରୁଥିବା ଦଳ ମଧ୍ୟରୁ ୧୫ ଜଣିଆ ଟିମ୍ ଆଜି ଘୋଷଣା…