Odia News Portal
Monthly Archives

February 2020

ମାନସିକ ବିକାରଗ୍ରସ୍ତ ମହିଳା ରାସ୍ତା ଉପରେ ପ୍ରସବ

ଭଦ୍ରକ : ଦୁନିଆଁରେ ଏଭଳି ମାନବିକତା ହୀନ ଏବଂ ନୃସଂଶ ଲୋକ ଅଛନ୍ତି ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ଲାଗି ଯେକୌଣସି ସ୍ତରକୁ ଯାଇ ପାରନ୍ତି । ତାର ଏକ କଳଙ୍କିତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକରେ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ୍ତ ଛକ ଠାରେ ଜଣେ ମାନସିକ ଭିନ୍ନକ୍ଷମ…

ଉଦଘାଟନ ହେଲା ‘ଉନ୍ନତି ଭବନ’

ଭୁବନେଶ୍ୱର() ପୌରାଂଚଳର ଅଧିବାସୀ ମାନଙ୍କୁନଗର ଭୁତ୍ତିକ ପୌର ସେବା ଯୋଗାଇଦେବା ପୌର ପ୍ରଶାସନ ବିଭାଗ ପାଇଁ ଏକ ବଡ ଆହ୍ୱାନ ଥିଲା । ମାନବ ସମ୍ବଳର ଏହିସମାଧାନ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ପୌର କ୍ୟାଡର ସୃଷ୍ଟି ଲାଗି ଅନୁମୋଦନ କରି ଏହାର ପଥ ସୁଗମ କରିଥିଲେ ।…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ରୋମାଣ୍ଟିକ ଭିଡିଓ, ଦେଖନ୍ତୁ

ମୁମ୍ବାଇ() କାର୍ତ୍ତିକ ଆର୍ୟନ ‘ଭୁଲ ଭୁଲୈୟା-୨’ର ଶୁଟିଂର ବ୍ୟସ୍ତ। ରାଜସ୍ଥାନର ଜୟପୁରରେ ଶୁଟିଂ ଆରମ୍ଭ କରାଯାଉଛି। ବର୍ତ୍ତମାନ ଏହି ଫିଲ୍ମ ସେଟ୍ରୁ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି କାର୍ତ୍ତିକ-କିଆରାଙ୍କ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବା ସମୟର। କାର୍ତ୍ତିକ ଶେରଓ୍ବାନୀ…

ନିର୍ଭୟା ଦୋଷୀ ଅକ୍ଷୟ ପୁଣି କଲା ରାଜକ୍ଷମା ପାଇଁ ଆବେଦନ

ନୂଆଦିଲ୍ଲୀ () ପୁଣିଥରେ ଆଜି ରାଜକ୍ଷମା ପାଇଁ ଆବେଦନ କରିଛି ନିର୍ଭୟା ଦୋଷୀ ଅକ୍ଷୟ । ପ୍ରଥମ ଆବେଦନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ପୁନଃ ଆବେଦନ କରିଛି । ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ…

କଟକ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ

ଭୁବନେଶ୍ୱର() ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରର ଲୋକ ମାନଙ୍କ ଗମନା ଗମନର ସୁବିଧା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆସନ୍ତାକାଲି ଠାରୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ଆସନ୍ତାକାଲି ଠାରୁ ଏହି ଟ୍ରେନ ଚାଲିବ ଓ ଏହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ…

ପ୍ରମୋଦ ମେହେର୍ଦ୍ଦା ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ୱର() ରାଜ୍ୟ ସରକାର ଦୁଇ ଜଣ ଆଇଏଏସଙ୍କ ମଧ୍ୟରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଶାସନ ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି । ରାଜ୍ୟପାଳଙ୍କ ସଚିବ ଥିବା ମଧୂସୁଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ…

ଅଧଘଣ୍ଟା ପୂର୍ବରୁ +୨ ପରୀକ୍ଷାର ପ୍ରଶ୍ନପତ୍ର ସେଣ୍ଟରରେ ପହଞ୍ଚିବ

ଭୁବନେଶ୍ୱର() ମାର୍ଚ୍ଚ୩ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସୁରୁଖୁରୁ ଭାବେ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଅଧଘଣ୍ଟା ପୂର୍ବରୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ନକଲି ପରୀକ୍ଷାର୍ଥୀଙ୍କ ଉପରେ କଡ଼ା…

ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଯୋଗୁଁ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ି ଚାଲିଛି

ଭୁବନେଶ୍ୱର() ଆଜି ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ଲୋକାର୍ପିତ ହୋଇଛି। ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…

ଉଦଘାଟନ ହେଲା ସମ ଅଲ୍ଟିମେଟ ମେଡିକେୟାର

ଭୁବନେଶ୍ୱର() ଆଜି ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ଲୋକାର୍ପିତ ହୋଇଛି। ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…

ନବୀନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର() ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କଲେ ଧର୍ମେନ୍ଦ୍ର । ସମ ସଭାରେ ଏକାଠି ଥିବା ବେଳେ ଅପିଲ କଲେ ଧର୍ମେନ୍ଦ୍ର । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ଏହି  ଅନୁରୋଧ କରିଛନ୍ତି    ।