ଆସନ୍ତୁ ଜାଣିବା କେବେ ଚାଲିବ ଶ୍ରୀରାମାୟଣ ଏକ୍ସପ୍ରେସ୍
ନୂଆଦିଲ୍ଲୀ : ମହାକାଳ ଏକ୍ସପ୍ରେସ୍ ପରେ ଏବେ ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନ ପୁଣିଥରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଛି। ଆଇଆରସିଟିସି(IRCTC)ର ଏହି ଟୁରିଷ୍ଟ ଟ୍ରେନ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଚାଲିବ। ଏହି ସିଜିନ୍ରେ ଚାଲିବାକୁ ଥିବା ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନରେ ଅନେକ…