ରାଜ୍ୟର ବିଭିନ୍ନ ଜେଲ୍ରୁ ମୁକୁଳିଲେ କଏଦୀ
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜେଲ୍ରୁ ମୁକୁଳିଲେ କଏଦୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨ହଜାର ୯୬୩ଜଣ କଏଦୀଙ୍କୁ ରିଲିଜ୍ କରାଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ୍ ୯ ମଧ୍ୟରେ ୨୯୬୩ କଏଦୀ ମୁକୁଳିଛନ୍ତି। ଜାମିନ୍ରେ ୨ହଜାର ୬୬୧ଜଣ ବାହାରିଥିବାବେଳେ ପାରୋଲ୍ର ଆସିଛନ୍ତି ୯…