ଆସନ୍ତା କାଲି ଯାଜପୁରରେ ଉଦଘାଟିତ ହେବ କୋଭିଡ଼-୧୯ ହସ୍ପିଟାଲ
ଯାଜପୁର ଟାଉନ : ଆସନ୍ତା କାଲି ଉଦଘାଟିତ ହେବ ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗର ରେ ରହିଛି ଟାଟା ମେଡିକା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ। ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟ…