Odia News Portal
Yearly Archives

2021

କିଏ ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଚର୍ଚ୍ଚାରେ ଗୁଜୁରାଟ ରାଜୀନତି । ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କିଏ ସମ୍ଭାଳିବ ପଦବୀ । ତାକୁ ନେଇ ସବୁଠି ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବରେ ଗୁଜରାଟରେ

ଜାଣନ୍ତୁ କଞ୍ଚାଲଙ୍କା ଖାଇଲେ କଣ ଫାଇଦା ମିଳେ

ଭୁବନେଶ୍ୱର: ପର ରୁଚି ଫେସନ, ଆପେ ରୁଚି ଭୋଜନ । ସମସ୍ତଙ୍କୁ ସବୁ ଜିନିଷ ଭଲ ଲାଗେନି । ରାଗ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ । ତଥାପି ଅନେକ ଲୋକ ଖାଦ୍ୟରେ କଞ୍ଚାଲଙ୍କା ବ୍ୟବହାର କରିଥାନ୍ତି । କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ଯଥା ଭିଟାମିନ୍ ଏ, ବି୬, ସି,

୫ ଟଙ୍କା ପାଇଁ ନିର୍ଦ୍ଧୁମ ଛେଚିଲେ

କେନ୍ଦୁଝର: ମାତ୍ର ୫ ଟଙ୍କା ପାଇଁ ତୁମୁଳ କାଣ୍ଡ । ଟଙ୍କା ପାଇଁ ଭୁଲିଗଲେ ମାନବିକତା । ବାପା ପୁଅ ମିଶି ନିର୍ଦ୍ଧୁମ ଛେଚିଲେ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଲକ୍ଷ୍ମୀବଜାରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ପୋଡ଼ାଖମଣ ଗାଁର ଜିତେନ୍ଦ୍ର ଦେହୁରୀଙ୍କୁ ମାଡ଼ ମାରିଛନ୍ତି ମଧୁ ସାହୁ ଓ

କାଲି ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ଆସନ୍ତାକଲି ୧୨ ଘଣ୍ଟା ବନ୍ଦ ରହିବ କଟକ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ କଟକ । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପରେ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ଏନେଇ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍

ନୂଆଦିଲ୍ଲୀ:ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି ।କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୨୮,୫୯୧ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୩୩୮ ଜଣଙ୍କର ମୃତ୍ୟୁ ହୋଇଛି ।ସେହିପରି ଦେଶରେ

ଘନିଭୂତ ହେଉଛି ଲଘୁଚାପ, ରାଜ୍ୟରେ ପ୍ରବଳ ଛେଚିବ

ଭୁବନେଶ୍ୱର:ସକାଳୁ ସକାଳୁ କୁଟୁଛି ବର୍ଷା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ବର୍ଷା । ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେଉଛି । ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଉଛି ଲଘୁଚାପ । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବେଙ୍ଗୋପସାଗରରେ ପରିଣତ ହେଲା

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗିଛି ବ୍ରେକ୍। ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪୯ ଆକ୍ଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୦୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

୭ ବର୍ଷର ନାବାଳିକାକୁ ଛାତ ଉପରକୁ ଡାକି ନେଇ…

ଗଜପତି: ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଥମିବାର ନାଁ ଧରୁନି ଲଜ୍ଜା । ଦେହର ସୁଖ ଲାଗି ବୟସର ତାରତମ୍ୟ ଭୁଲି ଯାଉଛନ୍ତି ନରରାକ୍ଷସ । ତେବେ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଆସିଛି ଏକ ଲଜ୍ଜା ଖବର । ଜଣେ ୭ ବର୍ଷର ନାବାଳିକାଙ୍କୁ ଛାତ ଉପରକୁ ଡାକି

ଆଜି ରାଜ୍ୟରେ ୬ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ତେବେ ପ୍ରତିଦିନ କରୋନାରେ ଗଢ଼ୁଛି ମୁଣ୍ଡ । ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏ ହୋଇଥିବା ବେଳେ କଟକ ଓ ଖୋର୍ଦ୍ଧାରୁ

ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର: ପୁଣି ରାଜଧାନୀରେ ଅପରାଧ । ଖାଦ୍ୟ ଯୋଗାଣ କମ୍ପାନି ସ୍ବିଗିରେ ଡେଲିଭରି ବୟ ଭାବେ କାମ କରୁଥିବା ପତିତବପାବନ ପୃଷ୍ଟିଙ୍କୁ କେତେକ ଦୁର୍ବୁତ୍ତ ଆକ୍ରମଣ କରି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ତାଙ୍କୁ ଅପହରଣ କରାଯାଇଥିବା କଥା ଗତ ରାତିରେ ଫୋନ