Odia News Portal

ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦିଶା ପାଟାନିଙ୍କ ବିକିନି ପିନ୍ଧା ଭିଡିଓ

ମୁମ୍ବାଇ: ଦିଶା ପାଟାନି ହେଉଛନ୍ତି ବଲିଉଡ ଏମିତି ଅଭିନେତ୍ରୀ ଯାହାଙ୍କୁ ପ୍ରଶଂସକମାନେ ଅଭିନୟ ସହିତ ତାଙ୍କ ଫିଟନେସ ଏବଂ ଷ୍ଟାଇଲ ପାଇଁ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ଦିଶା ସବୁବେଳେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ନିକଟରେ ସେ ତାଙ୍କର ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଥିଲେ ।

https://www.instagram.com/dishapatani/?utm_source=ig_embed&ig_rid=3fd74f73-902c-493f-b620-01baf70fe351

ଏହାସହ ଟିଭିର ସୁନ୍ଦର ଅଭିନେତ୍ରୀ ମୌନି ରଏ ମଧ୍ୟ ତାଙ୍କ ଲୁକ୍ ଏବଂ ଫିଟନେସ୍ ପାଇଁ ପ୍ରଶଂସକଙ୍କ ପ୍ରିୟ ଅଟନ୍ତି । ସୋସିଆଲ ମିଡିଆରେ ଅପଲୋଡ୍ ହେବା ମାତ୍ରେ ତାଙ୍କର ପ୍ରତ୍ୟେକ ଫଟୋ ଭାଇରାଲ ହୁଏ । ନିକଟରେ ସେ ମାଲଦ୍ୱୀପରେ ଛୁଟିଦିନର ଅତି ହଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।