Odia News Portal

ବାହା ହେବେ ଅଭିନେତା ବରୁଣ ଧଓ୍ବନ

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ନାୟକ ବରୁଣ ଧଓ୍ବନ । ସେ ତାଙ୍କର ଗର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।ବେଶ୍ କିଛିଦିନ ହେବ ଏମାନଙ୍କ ରିଲେଶନସିପକୁ ନେଇ ଆଲୋଚନା ହେଉଥିବା ବେଳେ ଏମାନେ ଆସନ୍ତା ୨୦୨୦ରେ ବିବାହ କରିବେ ବୋଲି କୁହାଯାଉଛି। ବରୁଣ ଏବଂ ନତାସାଙ୍କ ନିର୍ବନ୍ଧ ଗତବର୍ଷ ଗୁପଚୁପ୍ ଭାବରେ ହୋଇଥିଲା । ଏହି ପ୍ରୋଗ୍ରାମରେ କେବଳ ଘର ଲୋକ ଉପସ୍ଥିତ ଥିଲେ ।