Odia News Portal

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ବିଧାନସଭା ପ୍ରାର୍ଥୀ ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

୧) ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା
୨)ଲକ୍ଷ୍ମୀପୁର -ପ୍ରଭୁ ଜାନି
୩)ପାରାଦୀପ-ଗୀତାଞ୍ଜଳି ରାଉତରାୟ
୪)ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ
୫)ରେଢାଖୋଲ-ରୋହିତ ପୂଜାରୀ
୬)ତେଲକୋଇ-ମାଧବ ସର୍ଦ୍ଦାର
୭)ତାଳଚେର-ବ୍ରଜ ପ୍ରଧାନ
୮)ନର୍ଲା-ମନୋରମା ମହାନ୍ତି
୯)ବାଲିଗୁଡା-ଚକ୍ରମଣି କହଁର
ବାଲେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର