Odia News Portal

ଆସିଲା କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା

କଂଗ୍ରେସ ପକ୍ଷରୁ ସୋମବାର ଲୋକସଭା ସହିତ ବିଧାନସଭା ପ୍ରାର୍ଥୀତାଲିକା ମଧ୍ୟ ଘୋଷଣା କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ କିଏ କେଉଁ ବିଧାନସଭା ଆସନରୁ ଲଢିବେ ଆସନ୍ତୁ ଜାଣିବା

ନୂଆପଡ଼ା: ଶରତ ପଟ୍ଟନାୟକ

ପଦ୍ମପୁର: ଟଙ୍କଧର ସାହୁ
ବିଜେପୁର: କିଶୋର ଦଫାଦାର
ବରଗଡ଼: ନିପନ ଦାସ
ଭଟଲୀ: ବ୍ରହ୍ମା ମହାକୁଡ଼

ବ୍ରଜରାଜନଗର: କିଶୋର ପଟେଲ
ତଳସରା: ପ୍ରବୋଧ ତିର୍କୀ
ସୁନ୍ଦରଗଡ଼: ସୁଧାରାଣୀ ରାଉଡ଼ିଆ
ରଘୁନାଥପାଲୀ: ଗୋପାଳ ଦାସ
ରାଉରକେଲା: ବିରେନ୍ଦ୍ରନାଥ ପଟ୍ଟନାୟକ
ରାଜଗାଙ୍ଗପୁର: ରାଜନ ଏକ୍କା

ଲୋଇସିଂହା: ଓମ ପ୍ରକାଶ କୁମ୍ଭାର
ପାଟଣାଗଡ଼: ଅନିଲ ମେହେର
ବଲାଙ୍ଗିର: ସମରେନ୍ଦ୍ର ମିଶ୍ର
କଣ୍ଟାବାଞ୍ଜି: ସନ୍ତୋଷ ସିଂ ସାଲୁଜା
ଉମରକୋଟ: ସନରାଜ ଗଣ୍ଡ
ଝରିଗାଁ: ହାରାବତୀ ଗଣ୍ଡ