Odia News Portal

ଆସିଲା BJP ପ୍ରାର୍ଥୀ ତାଲିକା

ଆଉ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଖୋର୍ଦ୍ଧାରୁ ଲଢ଼ିବେ ପ୍ରଶାନ୍ତ ଜଗଦ୍ଦେବ। ସେହିପରି ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାଏକ, ସାଲେପୁରରୁ ଅରିନ୍ଦମ ରାୟ ଏବଂ କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେପି।