Odia News Portal

ବିକ୍ରମ ପଣ୍ଡା ଗୋପାଳପୁର ବିଜେଡି ପ୍ରାର୍ଥୀ

ବିକ୍ରମ ପଣ୍ଡା ହୋଇପାରନ୍ତି ଗୋପାଳପୁର ବିଜେଡି ପ୍ରାର୍ଥୀ । ଗଞ୍ଜାମ ବିଜେଡି ସଭଆପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସୂଚନା । ଆଶା କରୁଛୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରର୍ଥୀ କରିପାରନ୍ତି ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ । ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରର ସଂଗଠନ ଦାୟିତ୍ୱ ଦିଆଯାଇଛି । ବ୍ରହ୍ନପୁର ପ୍ରର୍ଥୀ କିଏ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଲେ ।