Odia News Portal

ବିଜେପି ଦିନରେ ସ୍ୱପ୍ନ ଦେଖୁଛି : ନବୀନ

ବିଜେପିକୁ କଟାକ୍ଷ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କ ମନ୍ତବ୍ୟ ପରେ ଭିଡିଓ ଜାରି କଲେ ମୁଖ୍ୟମନ୍ତ୍ରୀ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରେ ବିଜେପି ଦିନରେ ସ୍ୱପ୍ନ ଦେଖୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେପି ସରକାର କରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଓଡିଶାକୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଜୁନ୍ ୪ରେ ବିଜେଡିର ଏକ୍ସପାରୀ ଡେଟ୍ । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ଏଭଳି କହିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ମନ୍ତବ୍ୟ ପରେ ଭିଡିଓ ଜାରି କଲେ ମୁଖ୍ୟମନ୍ତ୍ରୀ । ଯେଉଁ ଭିଡିଓରେ ପ୍ରଥମୋ ୫ଟି ଅଧ୍ୟକ୍ଷ ବିଜେଡି ସୁପ୍ରିମୋଙ୍କୁ ପହିଛନ୍ତି ଯେ ସାର ବିଜେପି କହିଛନ୍ତି ଏଥର ଓଡିଶାରେ ସରକାର କରିବେ ଏହାର ଉତ୍ତରରେ ସୁଖ୍ୟମନ୍ତ୍ରୀ କହିଛନ୍ତି ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛନ୍ତି ।