Odia News Portal

ମୋବାଇଲ ରିପ୍ୟାରିଂ ଦୋକାନୀଙ୍କୁ ଡିସିପିଙ୍କ କଡ଼ା ଚେତାବନୀ

ମୋବାଇଲ ଫୋନ ରିପ୍ୟାରିଂ ଦୋକାନୀଙ୍କୁ କଡା ଚେତାବନୀ । ଚୋରି ମୋବଇଲ ଫୋନ ରିପ୍ୟାରିଂ କିମ୍ବା ପାସଓ୍ଵାର୍ଡ ଫିଟାଇବାକୁ ଆସୁଥିବା ଲୋକଙ୍କ ଡାଟା ରଖିବାକୁ ତାଗିଦ୍ କରିଛନ୍ତି ଡିସିପି । ମୋବାଇଲ ଦୋକାନୀଙ୍କ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ।
ଚୋରି ମୋବାଇଲ ଫୋନ ମରାମତି ବେଳେ ଧରାପଡିଲେ ବନ୍ଧା ହେବେ ଦେକାନୀ । ଆଜିଠୁ ରାଜଧାନୀର ସମସ୍ତ ମୋବାଇଲ ଫୋନ ମରାମତି ଦୋକାନ ଯାଞ୍ଚ କରିବ ପୋଲିସ।