Odia News Portal

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ନୂଆ ପୋଲିସ ଡିଜି ।

ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ । ନୂଆ ପୋଲିସ ଡିଜି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ କୁମାର ବଂଶଲ । ବର୍ତ୍ତମାନ ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।