Odia News Portal

କିଶୋର ମହାନ୍ତି ଆଉ ନାହାନ୍ତି

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ପରଲୋକ ।ବ୍ରଜରାଜ ନଗର ର ବିଧାୟକ ଥିଲେ ।ହୃଦଘାତ ଯୋଗୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧିନ ଥିଲେ ।
ଝାରସୁଗୁଡାରୁ ୩ଥର ବିଧାୟକ ଥିଲେ କିଶୋର ମହାନ୍ତି ।ପୂର୍ବରୁ ଝାରସୁଗୁଡାରୁ ମଧ୍ୟ ନିର୍ବାଚିତ ହୋଇଥିଲେ ।