ନେପାଳ ପ୍ରଳୟଙ୍କରୀ ବନ୍ୟା ରୁ ଆସିଛି ଛାତି ଥରା ଦୃଶ୍ୟ, ଛାଡିଯାଇଛି ବନ୍ୟା ଦେଇଯାଇଛି ଦୁଃଖ, କିଏ ପଥର ତଳେ ଚାପି ହୋଇ ରହିଛି ତ କିଏ ଭାସି ଯାଇଛି, ନିଜ ଆତ୍ମୀୟ ମାନଙ୍କୁ ଖୋଜୁଛି ହେଲେ କିଏ ମିଳୁଛି ତ ଆଉ କିଏ ମିଳୁନି, ଶବ ଭିତରେ ନିଜ ଆତ୍ମୀୟ ଙ୍କୁ ଖୋଜୁଛନ୍ତି, ଏହାରି ଭିତରେ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ, ହଁ ଦର୍ଶକ ବନ୍ଧୁ ନେପାଳ ବନ୍ୟା ରେ ଏଯାବତ 700 ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି, ପ୍ରତିଦିନ ନିଜ ଆତ୍ମୀୟ ଙ୍କୁ ଖୋଜୁଛି ପରିବାର ଲୋକେ, ଏହାରି ଭିତରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଯାହା ସମସ୍ତ ଙ୍କୁ ବିଶ୍ମିତ କରିଦେଇଛି, ଏକ କଅଁଳ ନିଷ୍ପାପ ଶିଶୁ ନିଜ ସାନ ଭଉଣୀ କୁ କାନ୍ଧ ରେ ବସାଇ ନିଜ ପରିବାର କୁ ଖୋଜୁଛି କୁନି ପୁଅ, ନିଜ ବାପା ମା ଙ୍କୁ ଚାରି ଆଡେ ଖୋଜୁଛୁ ହେଲେ କଉଠି ପାଉନି ସାଙ୍ଗରେ କାନ୍ଧ ରେ ନିଜ ବାପା ମା ଙ୍କୁ ନପାଇ ବାହୁନି ବାହୁନି ରାହା ଧରି କାଂଦୁଛି ହେଲେ ମନରେ ବିଶ୍ୱାସ ନେଇ ଚାରିଆଡେ ନିଜ ପରିବାର କୁ ଖୋଜି ଚାଲିଛି କାଳେ କେଉଁଠି ମିଳିଯିବେ ହେଲେ କେଉଁଠି ମିଳୁନି, ଦର୍ଶକ ବଂଧୁ ପ୍ରଳୟଙ୍କରୀ ବନ୍ୟା ରେ ଏପର୍ଯ୍ୟନ୍ତ 700 ରୁ ଉର୍ଦ୍ଧ ଲୋକେ ମୃତ୍ୟୁ ବରଣ କରିଥିବା ବେଳେ ଏବେବି ହଜାର ହଜାର ଲୋକ ନିଖୋଜ ଅଛନ୍ତି, ନେପାଳ ରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ରେ ଉଜାଡି ଦେଇଛି ସମ୍ପୂର୍ଣ ସହର, ନିମିଷେକେ ମଧ୍ୟରେ ସବୁ କିଛି ଛାରଖାର କରିଦେଇଛି, ରାସ୍ତା ଘାଟ, ବଡ଼ ବଡ଼ ବ୍ରିଜ, କୋଠା ଘର, ଗାଡି ତାସ ପତ୍ତା ପରି ଭସେଇ ନେଇଛି, ବନ୍ୟାର 4 ଦିନ ବିତିଯାଇଥିଲେ ବି ନିଜ ଆତ୍ମୀୟ ଙ୍କୁ ଖୋଜି ଚାଲିଛନ୍ତି ପରିବାର ଲୋକେ
