Odia News Portal

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। କୋରାପୁଟ BSF ସେକ୍‌ଟର ପଡିଆରେ ଅବତରଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ନିର୍ବାଚନ ସୁପରିଚାଳନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିବେ।

ଏହା ସହ ମାଓ ଗତିବିଧିର ମଧ୍ୟ ସମୀକ୍ଷା କରିବେ। ଏହାପରେ ପୋଲିସ ଡିଜି ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।