Odia News Portal

ଆଳୁର ଉପକାରୀତା

ଓଡିଆ ଘରେ ଆଳୁର ମହତ୍ୱ ଅଧିକ । ଆଳୁ ବିନା କୌଣସି ତରକାରୀ ହେବା କଷ୍ଟକର । ସେଥି ପାଇଁ ଆଳୁ କୁ ପରିବାର ରାଜା ବୋଲି କୁହାଯାଏ । କିନ୍ତୁ ଆଜିକାଲି ଲୋକଙ୍କ ଭାବନା ଆଳୁ ଖାଇଲେ ଓଜନ ବଢିଥାଏ ଏବଂ ରୋଗ ମଧ୍ୟ ହୋଇଥାଏ । ହେଲେ ଆମେ ଆପଣଙ୍କୁ କହିରଖୁଛୁ ଏହା ଏକ ଗୁଜବ ଆଳୁ ଖାଇଲେ କ୍ଷତି ହୋଇନଥାଏ…

ବନ୍ଧା ହେଲେ ଲାଂଚୁଆ ବିଡିଓ

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ କ୍ୱାର୍ଟର୍ସ ଓ ପୈତୃକ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି। ୧୧ ଲକ୍ଷ ଟଙ୍କାର ଏକ କାମ ମଞ୍ଜୁର ପାଇଁ…

ବିଧାୟକ ପଦରୁ ଇସ୍ତଫା ଦେଲେ ସଗରିଆ

ଭୁବନେଶ୍ବର (): ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ କୋରାପୁଟ ପ୍ରତିନିଧିଶୂନ୍ୟ ହୋଇପାରେ। କାରଣ କୋରାପୁଟ ବିଧାୟକ କୃଷ୍ଣ ସଗରିଆ ଆଜି ପୂର୍ବ ନିଷ୍ପତ୍ତି ଅନୁସାରେ ନିଜର ହାତଲେଖା ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ବାଚସ୍ପତି ପ୍ରଦୀପ…

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଂଜିଗଡ ବ୍ଲକର କୁମ୍ଭାରବାରୁ ଗାଁରେ ବଡ ଭାଇ ତାର ସାନ ଭାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଚାଂଚଲ୍ୟକର ଖବର ମିଳିଛି । ଏହି ଗ୍ରାମର ରିଗେ ମାଝି ତାର ସାନ ଭାଇ ନାଥ ମାଝିକୁ ଘରୋଇ କଳିରୁ ହତ୍ୟା କରିଥିବା ଖବର ମିଳିଛି । ରିଗେ ମାଝୀ ନିଜ ଭଉଣୀଙ୍କ ବାହାଘର…

ବସରେ ଯାତ୍ରା କଲେ ନବୀନ

ଏଣିକି କଣ୍ଟକ୍ଟର ନୁହେଁ ଗାଇଡ୍ କୁହାଯିବେ 50 ପ୍ରତିଶତ ମହିଳା ଗାଇଡ୍ ନୁଯୁକ୍ତି ପାଇବେ ଭୁବନେଶ୍ଵର (): ସାଧାରଣ ଲୋକଙ୍କ ସହ ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ଲୋକଙ୍କ ସହ ଯୋଡି ହେବା ସହ ବସ ଯାତ୍ରାର ଆନନ୍ଦ ବି ନେଲେ ନବୀନ । ସବୁଠାରୁ…

ଆତଙ୍କୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଗଲା

ଦୀର୍ଘ ୧୫ ଦିନକାଳ ଜଙ୍ଗଲ ବିଭାଗ ପଶୁ ସମ୍ପଦ ବିଶେଷଂଗ୍ୟ ଏବଂ ସାଧାରଣ ଲୋକଙ୍କୁ ନାକେଦମ କରିଥବା ସୁନ୍ଦରୀ ବାଘୁଣି ଶେଷରେ କବ୍ଜାକୁ ଆସିଛି । ଆଜି ତାକୁ ଟ୍ରାଙ୍କୁଲାଇଜ କରାଯାଇ ପାରିଛି । ନନ୍ଦନ କାନନରୁ ଅଣାଯାଇଥିବା ହାତୀ ଯଶୋଦା ସହାୟତାରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ଏହା…

ଲୋକାର୍ପିତ ହେଲା ମୋ ବସ ସେବା

ଭୁବନେଶ୍ବର () : ସ୍ମାର୍ଟ ସିଟି ଭୁବନେଶ୍ବରରେ ଆରମ୍ଭ ହେଲା ମୋ ବସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଲୋକାର୍ପଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ100 ଟି ବସ 9ଟି ରୁଟ ରେ ଚାଲିବ। ଯାତ୍ରୀଙ୍କ ପାଇଁ ମୋ ବସରେ ୱାଇଫାଇ, ସ୍ବୟଂ ଚାଳିତ ଡୋର, ସିସିଟିଭି, ଜିପିଏସ ଟ୍ରାକିଂ,…

ଟଳିଲେ ଦୁଇ ଆତଙ୍କବାଦୀ

ଆଜି ସକାଳେ ଜମ୍ମୁ ଓ କଶ୍ମୀରର ସୋପିଆନାର ସଫନଗରୀ ଠାରେ ସୁରକ୍ଷା କର୍ମୀଙ୍କ ସହିତ ଗୁଳିବିନିମୟ ସମୟରେ ହିଜବୁଲ ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳେ ହୋଇଥିବା ଏହି ଏନକାଉଣ୍ଟର ଶେଷ ହୋଇଛି, ଏଥିରେ କେବଳ ଦୁଇଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ…

ବେକାରୀ ଓ ନିଯୁକ୍ତି ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର () ରାଜ୍ୟରେ ନିଯୁକ୍ତି ନେଇ ଆରମ୍ଭ ହୋଇଛି ରାଜନୀତି । ଟାର୍ଗେଟରେ ଯୁବ ଭୋଟର । ଯୁବକଙ୍କ ପାଇଁ କାହାର କେତେ ଦରଦ, କିଏ ଯୁବକଙ୍କୁ କେତେ ଅଗ୍ରାଧିକାର ଦେଇଛି, ତାକୁ ନେଇ ଚାଲିଛି ହିସାବ ନିକାଶ । ଏହି ପରିପ୍ରେକ୍ଷିରେ ଆଜି ଉଭୟ ବିଜେପି ଓ ବିଜେଡି ପକ୍ଷରୁ ବେକାରୀ ଓ ନିଯୁକ୍ତି…

ମାଓ ଅପରେସନରେ ଓଡିଶା ପୋଲିସର ବଡ ସଫଳତା

ଭୁବନେଶ୍ବର () ମାଓ ଅପରେସନରେ ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୫ ମାଓବାଦୀ । ଚିତ୍ରକୋଣ୍ଡାରରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ମହିଳା ମାଓବାଦୀଙ୍କ ସମେତ 5ଜଣଙ୍କ ମୃତ୍ୟୁ ହୋଇଛି । ଆଜି ପୋଲିସ ଡିଜି  ଡଃ…